ଛାତ୍ର ଛାତ୍ରୀ ମାନଙ୍କୁ ପଠନ ସାମଗ୍ରୀ ବିତରଣ

ଛାତ୍ର ଛାତ୍ରୀ ମାନଙ୍କୁ ପଠନ ସାମଗ୍ରୀ ବିତରଣ ରାୟଗଡ଼ା ତା ୨୩-୦୭-୨୩ କୋଲନରା ବ୍ଲକ ଅନ୍ତର୍ଗତ ପାର୍ବତୀ ନଗର ଏଜୁକେସନାଲ କମପ୍ଲେକ୍ସ, କସ୍ତୁରବା ଗାନ୍ଧୀ ନେସନାଲ ଟ୍ରଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜେକେ ପେପର୍ ମିଲ୍ସ ତରଫରୁ ୧୩୦ଜଣ ଛାତ୍ରୀଙ୍କୁ ସ୍କୁଲ ବେଗ ଏବଂ ପଠନ ସମାଗ୍ରୀ ଖାତା, ପେନ୍ , ପେନସିଲ ଇତ୍ଯାଦି ବଣ୍ଟନ୍ଦ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଜେକେ ପେପର୍ ମିଲ୍ସ ର ମହା ପ୍ରବନ୍ଧକ ଶ୍ରୀ ଗୌରୀ ଶଙ୍କର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ। ପିଲାମାନଙ୍କୁ ଉପଦେଶ ଦେଇଥିଲେ କିପରି ଆଗକୁ ଯାଇ ସ୍କୁଲ, ତଥା ଦେଶର ଟେକ ରଖିବେ। ସି ଏସ ଆର୍ ଅଧିକାରୀ ଶ୍ରୀ ହରିହର ଖମାରୀ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ନୀଳିମା ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଛାତ୍ରୀ ନିବାସ ପରିଚାଳିକା ଅହଲ୍ୟା ଅପା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *