ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ

କୋଣାର୍କ ୨୨.୦୬.୨୦୨୩ ପବିତ୍ର ରଥଯାତ୍ରା ସମୟରେ କୋଣାର୍କ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧର୍ମପଦ ସଂଗଠନ ପକ୍ଷରୁ ଦହି ପାଣା ବାଣ୍ଟନ କରାଯାଇଛି । ଅସହ୍ୟ ଗୁଳୁଗୁଳିକୁ ନଜରରେ ରଖି ଧର୍ମପଦ ସଂଗଠନର କର୍ମକର୍ତା ମାନେ ଦିନତମାମ ତୃଷାର୍ତ ଶ୍ରଦ୍ଧାଳୁଙ୍କ ଦହିପଣା ଯୋଗାଇ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ଧର୍ମପଦ ସଂଗଠନର ସଭାପତି ସୌଭାଗ୍ୟ ସ୍ୱାଇଁ, ଉପସଭାପତି ତୋଫାନକାଣ୍ଡି, ଉପଦେଷ୍ଟା ପ୍ରସନ୍ନ ଭୋଳ, ଆବାହକ ଶ୍ରୀଧର କାଣ୍ଡି, କୋଷାଧ୍ୟକବୃଦ୍ଧନାଥ କାଣ୍ଡି, ମୁନାକାଣ୍ଡି, ରବି କାଣ୍ଡି, ଶିବ କାଣ୍ଡି, ପ୍ରମୋଦ କାଣ୍ଡି, ନୀର କାଣ୍ଡି, ସନ୍ତୋଷ ଗୋଛାୟତ୍, ରେଣୁ ରାଓ, ଦୁର୍ଯ୍ୟୋଧନ ମଲ୍ଲିକ ପ୍ରମୁଖ ଜଳଦାନ ଶିବିରି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *