ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଧାରଣା

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ବିଜେପି ପକ୍ଷରୁ ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ରୁ ଏକ ଶୋଭା ଯାତ୍ରା ବାହାରି ଜିଲ୍ଲା ପାଳ ଙ୍କ ଅଫିସ ସାମ୍ନାରେ ଧାରଣା ଦେଇ ଥିବା ସହ ଜିଲ୍ଲା ପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ବିଜେପି ଜିଲ୍ଲା ସଭାପତି କହିବା କଥା ରାଜ୍ୟ ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ପୋଲିସ ର ମନମୁଖୀ ଶାସନ କୁ ନିୟତ୍ରଣ କରିପାରୁନଥିବାରୁ ତୁରନ୍ତ ନବୀନ ସରକାର ଇସ୍ତଫା ଦିଅନ୍ତୁ ଯଦି ଆଗାମୀ ଦିନରେ ଇସ୍ତଫା ନ ଦିଅନ୍ତି ତାହେଲେ ବିଜେପି ରାଜ୍ୟରେ ସବୁ ସ୍ଥାନ ରେ ଆନ୍ଦୋଳନ ଜାରି ରଖିବ ଏହି ରାଲିରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ନେତା କାଳୁ ଚରଣ ଖଣ୍ଡାୟତ ରାୟ, ନିକୁଞ୍ଜ ପଟନାୟକ ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ଥିଲେ l