ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଖବର

ଆସନ୍ତା ୬ ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ।

ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ ।

ଦକ୍ଷିଣପୂର୍ବ ବଙ୍ଗେପସାଗରରେ ଘୂର୍ଣ୍ଣିବଳୟ ।

୭ ତାରିଖରୁ ଲଘୁଚାପର ରୂପ ନେବ ।

୮ ତାରିଖରେ ଅବପାତରେ ପରିଣତ ହେବ ।

ଉତ୍ତର ଆଡ଼କୁ ଗତି କରି ଅଧିକ ସକ୍ରିୟ ହେବ ।

Leave a Reply

Your email address will not be published. Required fields are marked *