ଦୁର୍ଗାପୂଜା ଆର୍ଟ

ଶ୍ରୀକ୍ଷେତ୍ରରେ ଦୂର୍ଗାପୂଜା ଗୋଷାଣୀ ଯାତ୍ରା ଭାବେ ପରିଚିତ।ଏହି ଯାତ୍ରା ଅତି ନିଆରା।ଏକାଦଶୀ ତିଥିରେ ସମସ୍ତ ଚଳିତବର୍ଷ କୋଭିଡ କଟକଣା କାରଣରୁ ଗୋଷାଣୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଏକତ୍ରିତ ହୋଇ ଦେବୀସଭା କରିଥାନ୍ତି।ଏହା ପୂର୍ବରୁ ପୁରୀ ମାର୍କଣ୍ଡେଶ୍ୱର ସାହିର ଯୁବଶିଳ୍ପୀ ବିଶ୍ଵରୂପା ପଟ୍ଟନାୟକ ପ୍ରାକୃତିକ ରଙ୍ଗ ଵ୍ୟଵହାର କରି ମା ଦୁର୍ଗାଙ୍କ ସୁନ୍ଦର କଳାକୃତି କରିଛନ୍ତି ।ପୁରୀର ସର୍ବବୃହତ ଗୋଷାଣୀ ମା ବାରବାଟୀ ଓ ମା ଜହ୍ନିଖାଇଙ୍କ ତୁଳୀ ଓ ପ୍ରାକୃତିକ ରଙ୍ଗ ମାଧ୍ୟମରେ ଜୀବନ୍ତ ରୂପ ଦେଇଛନ୍ତି।