ପକ୍କାଘର ନିର୍ମାଣ ସମୟରେ ବିଦ୍ୟୁତ ସଂପର୍କରେ ଆସି ୮ ଆହାତ ୪ ଗୁରୁତର ଏ

ପକ୍କାଘର ନିର୍ମାଣ ସମୟରେ ବିଦ୍ୟୁତ ସଂପର୍କରେ ଆସି ୮ ଆହାତ ୪ ଗୁରୁତର ଏମିତି ଏକ ଘଟଣା ଘଟିଛି ବାଲେଶ୍ଵର ବାଲିଆପାଳ ଗ୍ରାମର ବାବୁ ସେଠୀ ଙ୍କ ଘରେ , ଘର ନିର୍ମାଣ ପାଇଁ ରଡ଼ ବିଛାଉଥିବା ବେଳେ ଅସାବଧାନତା ଯୋଗୁଁ ରଡ଼ ଗୁଛା ଟି ଘର ପାଖଦେଇ ଯାଇଥିବା ୧୧ କେବି ବଦ୍ୟୁତ ତାର ସ୍ପର୍ଶରେ ଆସି ଯାଇଥିଲା ଫଳରେ ସେଠାରେ କାମ କରୁଥିବା ୧୧ ଜଣ ଶ୍ରମିକ ମଧ୍ୟରୁ ୮ ଜଣ ଆହାତ ହେଇଛନ୍ତି ସମସ୍ତ ଆହାତଙ୍କୁ ସ୍ଥାନୀୟ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିବା ବେଳେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ଵର ସ୍ଥାନାନ୍ତରିତ ଖରା ଯାଇଛି