ମୋଚିଛକ ରୁ ମାଁ ଭଦ୍ରକ କାଳୀ ପୀଠ ରାସ୍ତାର ସମ୍ପ୍ରସାରଣ ପାଇଁ ଜିଲ୍ଲାପାଳ କାଯ୍ୟାଳୟ ପଯ୍ୟନ୍ତ ପଦ ଯାତ୍ରା

ଭଦ୍ରକ ସହର ମୋଚିଛକ ରୁ ପୁରୁଣାବଜାର ରାସ୍ତା ନିର୍ମାଣ ପ୍ରସଙ୍ଗ ଙ୍କୁ ନେଇ ରାଜନୀତି ତେଜିବାରେ ଲାଗିଛି ଏହି ରାସ୍ତା ସମ୍ପ୍ରସାରଣ ସହ ତୁରନ୍ତ କାର୍ଯ୍ଯା ଆରମ୍ଭ କରିବା ଦାବି ନେଇ ପୌରାଧକ୍ଷା ଗୁଲମକି ବଲଓ୍ବାଜି ହବିବ ପଦଯାତ୍ରା ଆରମ୍ଭ କରିଥିଲେ ଅପରପକ୍ଷେ ଏହି ପଦକ୍ଷେପ ଡାକରା ପରେ ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତି ରେ ରାସ୍ତା କାଯ୍ୟ ଆରମ୍ଭ କରାଯାଇଛି ରାତି ଦିନ ଏକ କରି ୩ଦିନ ହେବ କାଯ୍ୟା ଜାରି ରହିଛି, କିଛି ଲୋକ ୩୦ ଫୁଟ ଓସାର ହେବା ଜମି ସମସ୍ୟା ତୁଟିଲା ପରେ କାମ କରାଯାଉ ବୋଲି କହିଛନ୍ତି ଛକାପଞା ବୟାନବାଜି ଭିତରେ ଏହି ରାସ୍ତା ଏକ ରାଜନୀତି ପ୍ରସଙ୍ଗ ପାଲଟିଛି, ବୁଦ୍ଧି ଯିବି ରାସ୍ତା ନିର୍ମାଣ କୁ ସ୍ବାଗତ କରିଛନ୍ତି ଏବଂ ଯଥା ଶୀଘ୍ର କାଯ୍ୟା ଶେଷ କରିବା ଲାଗି କଲେକ୍ଟର ଙ୍କୁ ଅନୁରୋଧ କରିଛନ୍ତି ଆଜି ଭଦ୍ରକ ମୁନିସିପାଲିଟି ର ପୌରାଧକ୍ଷା ପଦ ଯାତ୍ରା ରେ ବହୁ ସଂଖ୍ୟକ ପଦଯାତ୍ରା ରେ ସାମିଲ ହୋଇ ଥିଲେ ଏହା ଭଦ୍ରକ ଜିଲ୍ଲାପାଳ ଙ୍କ ଅଫିସ ରେ ପହଞ୍ଚି ଗୋଟିଏ ସଭା କରାଯାଇଥିଲା, ପୌରାଧ୍ୟକ୍ଷା ମୋଚିଛକ ରୁ ମାଁ ଭଦ୍ରକ କାଳୀ ପଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଏବଂ କାର୍ଯ୍ୟା ଟି ଶିଘ୍ର ଶେଷ କରିବାକୁ ଦାବି ରଖିଥିଲେ ,

Punil Kumar Samanta reporter

Leave a Reply

Your email address will not be published. Required fields are marked *