ମୋଦିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ: କମ୍ପାନିୟନ ଅଫ ଦ ଅର୍ଡର ଅଫ ଫିଜି

ପୋର୍ଟ ମୋର୍ସବେ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ କମ୍ପାନିୟନ ଅଫ ଦ ଅର୍ଡର ଅଫ ଫିଜ ପ୍ରଦାନ କରାଯାଇଛି। ବିଶ୍ୱସ୍ତରୀୟ ନେତୃତ୍ୱକୁ ଦୃଷ୍ଟିରେ ରଖି ଫିଜିର ପ୍ରଧାନମନ୍ତ୍ରୀ ସିତିବେନି ରାବୁକା ରାବୁକା ପିଏମ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଫିଜିର ସର୍ବୋଚ୍ଚ ସମ୍ମାନ ଏପର୍ଯ୍ୟନ୍ତ କେବଳ ଅଳ୍ପ କିଛି ଅଣ ଫିଜିୟାନଙ୍କୁ  ପ୍ରଦାନ କରାଯାଇଛି । ବିଶ୍ୱ ନେତୃତ୍ୱ ପାଇଁ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *