ଛଣିଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ପାଚିକା

ପୁରୀ ଜିଲ୍ଲା ନିମାପଡା ବ୍ଳକ ଚାରିଛକ ଥାନା ଅନ୍ତର୍ଗତ ଛଣିଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାନ ଭୋଜନ ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଥିଲା ନିଆଁ ,ଅଳ୍ପେକେ ବର୍ତ୍ରିଲେ ପ୍ରାଚୀକା।ସୂଚନା ଥାଉକି ମଧ୍ୟାହ୍ନ ଭୋଜନ ରୋଷେଇ କରିବା ସମୟରେ ଅଚାନକ ଲାଗିଥିଲା ଗ୍ୟାସ ସିଲିଣ୍ଡରରେ ନିଆ, ସେଠାରେ ସ୍କୁଲ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ପାଚିକା ଅଳ୍ପେକେ ବଞ୍ଚାଇବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥାନରେ ସ୍କୁଲର ପ୍ରଧାନ ଶିକ୍ଷକ ସହ ଚାରିଛକ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ କୁ ଡାକିବା ପରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକମାନେ ପ୍ରାୟ ୨ଘଣ୍ଟା ପରେ ନିଆଁ କୁ ଆୟତ୍ତ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ନିକଷ୍ଟଟ ପଞ୍ଚ।ୟତ କାର୍ଯ୍ୟାଳୟ କୁ ସ୍ଥାନାତରିତ କରିଥିଲେ। ସ୍କୁଲ ର ଅଫିସ ଗୃହରେ ପିଲା ମାନଙ୍କ ପାଇଁ ବୋଟ ଶିଜା ହେଉଥିବା ବେଳେ ଗ୍ୟାସ ଲିକ ହୋଇ ଜଳିଥିଲା ନିଆ ଜଳିବା ଦ୍ବାରା ଅଫିର ରୁମ୍ର କାଗଜ ପତ୍ର ପୋଡି ଯାଇଥିବା ସୂଚନା ରହିଛି, ଚାରିଛକ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।