ବିଶ୍ଵହିନ୍ଦୁ ପରିଷଦ , ଭଦ୍ରକ ଜିଲ୍ଲା ତରଫରୁ ପ୍ରଥମ ଥର ପାଇଁ ମହାନ୍ ଯୋଦ୍ଧା ,ପରାକ୍ରମି ବୀର, ଛତ୍ରପତି ଶିବାଜୀ ମହାରାଜ ଙ୍କ ଜନ୍ମ ଉତ୍ସବ ଏକ ସୁସଜ୍ଜିତ ଶୋଭାଯାତ୍ରା ଭଦ୍ରକ ନଗର ପରିକ୍ରମା

ଭଦ୍ରକ :- ବିଶ୍ବହିନ୍ଦୁ ପରିଷଦ ଭଦ୍ରକ ଜିଲ୍ଲା ତରଫରୁ ଆଜି ତା – ୨୦/୦୨/୨୩ ସୋମବାର ଅପରାହ୍ନ ଚାରିଟା ସମୟରେ ଛତ୍ରପତି ଶିବାଜୀ ମହାରାଜ ଙ୍କ ଜନ୍ମ ଉତ୍ସବ ପାଳନ ହୋଇଯାଇଅଛି ଉକ୍ତ କାର୍ଯ୍ୟକ୍ରମ ରେ ଜଗନ୍ନାଥ ମନ୍ଦିର ନିକଟରୁ ଏକ ସୁସଜ୍ଜିତ ଭବ୍ୟ ଶୋଭାଯାତ୍ରା ସମଗ୍ର ଭଦ୍ରକ ନଗର ପରିକ୍ରମା କରିଥିଲା ଏହି କାର୍ଯ୍ୟକ୍ରମ ରେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୂର୍ଗା ବାହିନୀ,ମାତୃଶକ୍ତି ମନେ ବହୁ ସଂଖ୍ୟାରେ ଯୋଗଦାନ କରି ଥିଲେ ବିଶ୍ବହିନ୍ଦୁ ପରିଷଦ ପ୍ରାନ୍ତ ପ୍ରଚାର ପ୍ରମୁଖ ମାନନୀୟ ମାନସ ରଞ୍ଜନ ମହାନ୍ତି,ବଜରଙ୍ଗ ଦଳ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମାନ ବିପିନ ବିହାରୀ ପଣ୍ଡା, ଦୂର୍ଗା ବାହିନୀ ପ୍ରାନ୍ତ ସଞ୍ଜୋଜିକା ସୂଶ୍ରି ସିପ୍ରା ରାଉତ୍, ଦୂର୍ଗା ବାହିନୀ ବିଭାଗ ସଂଜୋଜିକା ସୁଭସ୍ମିତା ରାଉତ୍, ଜିଲ୍ଲା ସଂଯୋଜିକା ମଧୁସ୍ମିତା ମହାପାତ୍ର, ବିଭାଗ ସମ୍ପାଦକ ମାନନୀୟ ବିଜୟ କୁମାର ସିହ୍ନା, ଜିଲ୍ଲା ସମ୍ପାଦକ ମାନନୀୟ କାହୁଁ ଚରଣ ସିଂ ସତସଙ୍ଗ ପ୍ରମୁଖ ମାନନୀୟ ବିଜୟ କୁମାର ବାରିକ ଜିଲ୍ଲା ସଂଯୋଜକ ମାନ୍ୟ ଜୟ ପ୍ରକାଶ ପତି, ସହ ସଂଯୋଜକ ତପନ କୁମାର ମହାନ୍ତି, ବିଦ୍ୟାର୍ଥି ପ୍ରମୁଖ ଖିତିଶ୍ ଚନ୍ଦ୍ର ରାଉତ, ସୂଚନା ପ୍ରମୁଖ ନିମାଇଁ ଚରଣ ଦାସ, ମିଳନ କେନ୍ଦ୍ର ପ୍ରମୁଖ ରଞ୍ଜିତ କୁମାର ପୃଷ୍ଟି, ସଞ୍ଜୀବ କୁମାର ଦାସ,ବ୍ୟୋମକେଶ ମହାନ୍ତି, କୃଷ୍ଣ ଚନ୍ଦ୍ର ଦାଶ, ହୁର୍ଷିକେସ ଗୋସ୍ଵାମୀ,ବିଭାସ୍ କୁମାର ନାଥ,ସୁଦାମ ସେଠୀ, ସୁଦର୍ଶନ ମଲ୍ଲିକ, ରଥ କିଶୋର ସାମଲ, ସୈଳେନ୍ଦ୍ର ସେନାପତି, ଉତ୍କଳ କେଶରୀ ନାୟକ, ଚିତ୍ତରଞ୍ଜନ ପଲାଇ, ପୁନିଲ ସାମନ୍ତ, ପୁଷ୍ପକ ପାତ୍ର, ମିଥଲେଶ ଦାସ, ସନ୍ତୋଷ ବେହେରା,ପ୍ରଦୀପ ଦେଓ, ମାୟାଧର ସ୍ୱାଇଁ, ସଞ୍ଜୟ ଦଳାଇ, ଦୀପକ କୁମାର ବାରିକ,ସମ୍ବିତ ନାୟକ,ବିଶ୍ୱଜିତ ନାୟକ, ପ୍ରିୟବ୍ରତ ନାୟକ, ସୁଧିରଞ୍ଜନ ନାୟକ,ଗୌରିଶଙ୍କର ମିଶ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣ ରେ ଶୋଭାଯାତ୍ରାକୁ ସମାପନ କରଯାଇଥିଲା।

ରିପୋର୍ଟ- ପୁନିଲ୍ କୁମାର ସାମନ୍ତ, ଭଦ୍ରକ।

Leave a Reply

Your email address will not be published. Required fields are marked *