ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ର ବନ୍ଧୁମିଳନ କାର୍ଯ୍ୟକ୍ରମ

ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ର ବନ୍ଧୁମିଳନ କାର୍ଯ୍ୟକ୍ରମ. ବରଗଡ ଜିଲ୍ଲା ବରଗଡ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଗତ କାଲି ପଶ୍ଚିମ ଓଡିଶା ୱେବମିଡିଆ ସଙ୍ଘ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ର ଏଗାର ଟି ଜିଲ୍ଲା ର ୱେବ ମିଡ଼ିଆ ରେ କାର୍ଯ୍ୟରତ ବନ୍ଧୁମାନେ ଯୋଗ ଦେଇଥିଲେ. ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ର ସଭାପତି ଅସିତ ସ୍ୱାଇଁ ଅତିଥି କଂଗ୍ରେସ ନେତା ନିପନ ଦାସ ସମ୍ମାନିତ ଅତିଥି ବରଗଡ ଉପଜିଲ୍ଲାପାଳ ଲଲାଟ କୁମାର ଲୁହା ମୁଖ୍ୟ ଅତିଥି ବରଗଡ ସାଂସଦ ସୁରେଶ ପୂଝାରି ଯୋଗ ଦେଇଥିଲେ . ବର୍ତମାନ ୱେବମିଡିଆ ର ଚାହିଦା, ଲୋକପ୍ରିୟତା , ୱେବମିଡିଆ ର ଭୂମିକା, ସାମ୍ବାଦିକ ତା ଜୀବନୀ ବିଷୟ ରେ ଆଲୋଚନା କରିଥିଲେ. ଆସିଥିବା ୱେବମିଡିଆ ବନ୍ଧୁ ମାନଙ୍କ ମଧରେ ବନ୍ଧୁମିଳନ ହୋଇଥିଲା ପ୍ରରିଚୟ ଆଦାନପ୍ରଦାନ ହୋଇଥିଲା.ଆସିଥିବା ସାମ୍ବାଦିକ, ଏଡିଟର, ଅର୍ଗା ନାଇୟର ଏବଂ ବିଭିନ୍ନ କ୍ଷେତ୍ର ରେ ଲୋକ ପ୍ରିୟତା ପାଇଥିବା ପ୍ରତିଭା ମାନଙ୍କୁ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ତରଫରୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା.

ବରଗଡ ରୁ ଭାଗବତିଆ ମେହେର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *