ଅଗଲା ବରଷ ଜଲଦି ଆନା

ସୁନାବେଡା,ଚଳିତ ମାସ ଭଦ୍ରବ ମାସ ଶୁକ୍ଳ ପକ୍ଷ ଚତୃଥୀ ତା 19.09.2023 ରିଖ ମଙ୍ଗଳ ବାର ଦିନ ଆମ୍ଭ ଅନୁଷ୍ଠାନ “କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ” କ୍ଲବ ଅନୁକୂଲ୍ୟ ରେ ଶ୍ରୀ ଶ୍ରୀ ଗଣପତି ପୂଜା ଉତ୍ସବ ଯଥା ଵିଧି ଅନୁଷ୍ଠିତ ହୋଇ ଦୀର୍ଘ 7 ଦିନ ପଯ୍ୟନ୍ତ ପାଳନ କରାଯାଇଥିଲା | ଅଦ୍ୟ ତା 25.09.2023 ରିଖ ପଯ୍ୟନ୍ତ ପୂର୍ଣ୍ଣା ହୂତି ସହ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା | ଉକ୍ତ 7 ଦିନ ମଧ୍ୟରେ ପୂଜା ଵିଧି ସହ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ରଙ୍ଗ ବରଙ୍ଗ ସହ ସାଜ ଶଯ୍ୟା ପୂଜା ର ମହଲ ଭିର୍ନ ଏକ ଆଧାତ୍ମିକ ପରିବେଶ ପରିଲକ୍ଷିତ ହୋଇଥିଲା |ପ୍ରତି ଦିନ ଯଥା ଵିଧି ହେତୁ ଯଜ୍ଞ ନୀତି ନିୟମ ଯଜ୍ଞ ପାଳନ କରାଯାଇଥିଲା |ଭୋଗୋ ବଣ୍ଟନ ହୋଇ ଅର୍ନ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା |କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ର ସଭାପତି ଶ୍ରୀ ନୀଳାଞ୍ଚଳ ସାହୁ ପ୍ରଥମ ଦିନ ରେ ପର୍ଯ୍ୟନ୍ତ କର୍ତା ଭାବରେ ତାଙ୍କର ସହ ଧରମିଃନୀ ମମତା ସାହୁ ପୂଜା ସମ୍ପର୍ଣ୍ଣ କରିଥିଲେ | ବନ ବିହାରୀ ମିଶ୍ର ପୂଜା ପାଠ ସହ ମନ୍ତ୍ର ଉଚ୍ଚା ରାଣ କରିଥିଲେ |ଯଥା ଵିଧି ଗଣେଶ ଲଡ଼ୁ ପୂଜା କରିଥିଲେ |ଭଗବାନ ଶ୍ରୀ ଗଣେଶ ଲଡ଼ୁ ପୂଜା କରିଥିଲେ |ଭଗବାନ ଶ୍ରୀ ଗଣେଶ ଙ୍କ ପାଖରେ ଲାଗିଥିବା ଶେଷ ରେ ଜଣେ ବ୍ୟକ୍ତି ସ୍ୱ ଚର୍ଚ୍ଚା ରେ 26.500 ଟଙ୍କା ରେ ଅର୍ଥ ରାଶି ପୂଜା କମିଟି କୁ ଦେଇ ଲଡ଼ୁ ଟି ନେଇଥିଲେ | ଉକ୍ତ କାର୍ଯ୍ୟକ୍ରମ ସମ୍ପାଦକ ସୋରଦ ସ୍ବାଇଁ ଯୁଗ୍ମ ସମ୍ପାଦକ ବାବୁ ପାଣିଗ୍ରାହୀ, କେଦାର ମଳିକ, ପ୍ରକାର ମଲିକ,ନରେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ସୁନାବେଡା ପୌର ପରିଷଦ ଶ୍ରୀ ନାରାୟଣ ନାୟକ,ଶର୍ମାନିତ ଅତିଥି ପୌର ପରିଷଦ ଯନ୍ତ୍ରୀ ଶ୍ରୀ ଅରୁଣ ନାୟକ, ଓ ଅନ୍ୟନ ଅତିଥି ମାନେ ଯୋଗ ଦାନ କରିଥିଲେ |
କୋରାପୁଟ ରିପୋର୍ଟର ସୁବାସ ଚନ୍ଦ୍ର nahak
