ଗଂଜାମ ଜିଲ୍ଲା ବ୍ରହ୍ମପୁର ଗୋପାଳପୁର ବେଳାଭୂମି କାର୍ଯକାରିଣୀଵୈଠକ

ଗଂଜାମ ଜିଲ୍ଲା ବ୍ରହ୍ମପୁର ଗୋପାଳପୁର ବେଳାଭୂମି କାର୍ଯକାରିଣୀଵୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ ତଥା ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଡ଼ାଃ. ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକଙ୍କ ସଭାପତିତ୍ବରେ ସ୍ଥାନୀୟ ଗୋପାଳପୁର ବେଳାଭୂମିରେ ଆୟୋଜିତ “ଗଞ୍ଜାମ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ”ରେ ମାନନୀୟା ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ରାଜ୍ୟ ବିଜେଡ଼ି ଉପସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସଭ୍ୟ, ସଭ୍ୟା, ବହୁ ବିଜେଡି ରାଜ୍ୟସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ପଦାଧିକାରୀ, ସର୍ବବର୍ଗୀୟ ନେତୃବୃନ୍ଦ, କର୍ମୀ ଏବଂ ନିର୍ବାହୀ ସଦସ୍ୟ ମାନଙ୍କ ସମାଗମରେ କାର୍ଯ୍ୟକାରିଣୀ ବୈଠକ ପ୍ରକମ୍ପିତ ହୋଇ ବହୁ ପ୍ରସ୍ତାବ ଗୁଡ଼ିକ ସମର୍ଥିତ ହୋଇ ପାରିତ ହୋଇଥିଲା ଏବଂ ସମସ୍ତେ ମିଶି ଆଗାମୀ ସାଧାରଣ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରିବା ତଥା ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜୟଯୁକ୍ତ କରାଇ ଦେଶରେ ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ଏବଂ ଇତିହାସ ସୃଷ୍ଟି କରିବାକୁ ଶପଥ ନେଇଥିଲେ। Ganjam district reports krushna Chandra samantaray

Leave a Reply

Your email address will not be published. Required fields are marked *