ଦାରିଙ୍ଗବାଡି ରେ ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ

ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ର ରେ ବିଜେପି ସରକାର ଥିବା ହେତୁ ଓଡିଶା ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ଅଧକ୍ଷ ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ତତ୍ଵାବଧାନ ରେ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ତରଫ ରୁ ଦାରିଙ୍ଗବାଡି ବ୍ଲକ ର ସିମନବାଡ଼ି ପଞ୍ଚାୟତ ସମେତ ତିଲୋରୀ ବୁଡ଼ାଗୁଡ ର ବିଭିନ୍ନ ଗ୍ରାମ କାରିପାଙ୍ଗା ଅଲାରୀ , ଲାରୀବାଡ଼ି, ଗବାଟବାଡ଼ି, ସାରୁମାହା, ଯୋହନପଲ୍ଲି ଅଞ୍ଚଳ ରେ ପ୍ରତି ଘର କୁ ଘର ବୁଲି ବେକାରୀ ସମସ୍ୟା, ବିପଯ୍ୟସ୍ତ ଡାକ୍ତରୀ ବ୍ୟବସ୍ଥା, ବସ୍ତି ବାସିନ୍ଦାଓ ଗରିବ ଲୋକଙ୍କର ବାସହୀନ ର ବ୍ୟବସ୍ତା ନେଇ ସମସ୍ୟା, ବିଜେଡି ସରକାର ର ୨୩ ବର୍ଷ ର ମହା ଦୁର୍ନୀତି ର ଚିଠା, ବିଜେପି ର ପ୍ରତିଶୃତି ଓ ପ୍ରତାରଣା, ଏବଂ କଂଗ୍ରେସ ଶାସନ ର ଓଡିଶା ପ୍ରତି ଅବଦାନ ସେ ନେଇ ସମସ୍ତ ଜନସାଧାରଣ ଙ୍କୁ ଅବଗତ କରାହୋଇ ଥିଲା କାଯ୍ୟକ୍ରମ କୁ ଦାରିଙ୍ଗବାଡି ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପ୍ରଦିପ ନାୟକ, ନାରୀନେତ୍ରୀ ସୀମଲା ରାଣୀ ପଡ୍ରl, ସୁଵିତl ଦିଗlଲ, କାଥଲିନା ପରିଛl, ଏଲନ ନାୟକ, ଶିଶିର ପରିଛl,ଦୀପକ ପ୍ରଧାନ, ଅlମାନ ନାୟକ, ବିଦ୍ୟାଧର ମଲିକ ପ୍ରମୁଖ କାଯ୍ୟକ୍ରମରେ ସାମିଲ ଥିଲେ