ସରିଲା ଗୋପାଳ ର ନାର୍କୋ ଟେଷ୍ଟ

👉🏿ନାର୍କୋ ଟେଷ୍ଟ ପରେ ଚେତାଶୂନ୍ୟ ରହିଛି ଗୋପାଳ l

👉🏿ଗୋପାଳ ଚେତାଶୂନ୍ୟ ରହିଥିବା କ୍ରାଇମବ୍ରାଞ୍ଚର ସୂଚନା l

👉🏿ସଂପୂର୍ଣ୍ଣ ଚେତା ଫେରିବାକୁ କିଛି ସମୟ ଲାଗିପାରେ l

👉🏿ତେବେ ଅଚେତ ଗୋପାଳକୁ ଏବେ ନିରୀକ୍ଷଣରେ ରଖାଯାଇଛି l

Leave a Reply

Your email address will not be published. Required fields are marked *