ଧନ୍ୟବାଦ ର ପାତ୍ର ହେଲେ ଫୁଲବାଣୀ ଆଦର୍ଶ ଟାଉନ୍ ଥାନା ଅଧିକାରୀ ଶ୍ରୀ ସ୍ୱରୂପ କିଶନ

ଧନ୍ୟବାଦ ର ପାତ୍ର ହେଲେ ଫୁଲବାଣୀ ଆଦର୍ଶ ଟାଉନ୍ ଥାନା ଅଧିକାରୀ ଶ୍ରୀ ସ୍ୱରୂପ କିଶନ ।
କନ୍ଧମାଳ ତା ୨୬/୦୬/୨୦୨୫ ଫୁଲବାଣୀ କିଛି ଦିନ ହେଲା ଫୁଲବାଣୀ ସହରରେ ଚହଳ ଦୃଷ୍ଟି କରିଥିବା ବାଇକ୍ ଚୋରି ଘଟଣାର ଆଜି ପରିସମ।ପ୍ତି ଘୋଟିଛି। ଫୁଲବାଣୀ ସହର ଉପକଣ୍ଠ ଜିରିଂପଡ।, ଶଗଡ଼ିଆ ସାହି, କଲେଜ ଛକ, ଓ ମାଷ୍ଟର ପଡ଼। ଅଞ୍ଚଳରୁ ତା ୧୭/୦୬/୨୦୨୫ ରିଖ ରାତ୍ର ୨ ଘଣ୍ଟିକ। ପରେ ୩ ଟି ଆର୍ ୱାନ୍ ୫ ଓ ଗୋଟିଏ ପଲ୍ସର୍୨ ଟଣ୍ଟି ବାଇକ୍ ଚୋରି ହୋଇଥିଲା । ଏହି ଚୋରି ବାଇକ୍ ମଧ୍ୟରେ ସ୍ଥାନୀୟ ଜିରିଂପଡ। ଅଞ୍ଚଳର ଶ୍ରୀମତୀ ସ୍ଵର୍ଣ୍ଣ ବେହେରା ଙ୍କ ନାମରେ ଥିବା ଆର୍ ୱାନ୍ ୫ ଯାହାର ନ -0D 12B 8261 ଯାହାକି ଶ୍ରୀମତୀ ସ୍ଵର୍ଣ୍ଣ ବେହେରାଙ୍କ ନାମରେ ଥିଲା । ଶ୍ରୀମତୀ ବେହେରା ସକାଳୁ ଉଠି ପଛ ପାଖ ଦ।ଣ୍ଡ ଝାଡୁ କରିବା ପାଇଁ ଗଲା ବେଳେ ଦେଖିବାକୁ ପାଇଲେକି ତାଙ୍କରି ନାମରେ ଥିବା ଆର୍ ୱାନ୍ ୫ଗାଡ଼ିଟି ନାହିଁ ।ସେ ଯଥା ଶୀଘ୍ର ଯାଇ ଟାଉନ୍ ରେ ନିଜ ଗାଡ଼ି ଘରେ ନ ଥିବା ଜାଣି ଫୁଲବାଣୀ ଟାଉନ୍ ଥାନା ରେ ଏତଲା ଦେଇଥିଲେ ।ଯାହାର କେଶ୍ ନ ୨୩୧/୨୦୩୫ ଅଟେ । ଏହାକୁ ଆଧାର କରି ଫୁଲବାଣୀ ଟାଉନ୍ ଥାନା ଅଧିକାରୀ ଶ୍ରୀ ସ୍ୱରୂପ କିଶନ ଦିନ ରାତି ଅହରହ ପରିଶ୍ରମ କରି ଏକ ବାଇକ୍ ଚୋର। ଗ୍ୟାଙ୍ଗ ତା ୨୫/୦୬/୨୦୨୫ ରିଖରେ ଟିକାବାଲି ଥାନା ଅଞ୍ଚଳରେ ଟିକାବାଲି ପୋଲିସ ଓ ଫୁଲବାଣୀ ଟାଉନ୍ ଥାନା ଅଧିକ।ରି ଶ୍ରୀ କିଶନ ଓ ଦୁଇ ଏସ, ଆଇ, ଶ୍ରୀ ସରୋଜ ସାହୁ, ମନୋରଞ୍ଜନ ଭୋଇ ଙ୍କ ମିଳିତ ଉଦ୍ୟମରେ ବାଇକ୍ ଚୋର କୁ କ।ବୁ କରିଥିଲେ । ପରେ ପରେ ଆଉ ଚାରିଜଣ ବାଇକ୍ ଚର କୁ ମଧ୍ୟ ପୋଲିସ କ।ବୁ କରିଥିବା
କଥା ଶୁଣିବାକୁ ମିଳିଛି ।ସେମାନେ ହେଲେ ଦିଲୀପ କୁମାର କହଁର, (ବସ୍ତିଙ୍ଗିଆ,) ବିକାଶ କହଁର, (ବାହାଡା ପଦର୍) ରୁଦ୍ରମ।ଧଚ ବଗର୍ତ୍ତୀ(; ଟିକାବାଲି କାଟି ମ।ହା,) ଚଦନ ଦିଗ।ଲ (ତାଳ ପଡା,) ଫୁଲବାଣୀ ବ୍ଲକ ଅଟେ । ଏହି ଚୋର ମ।ନଙ୍କ ମୁଖିଆ ଜଣେ ନାବାଳକ ଅଟନ୍ତି । ଏହି ନାବାଳକ ମୁଖିଆ ଭୁବନେଶ୍ଵରର ମୈତ୍ରୀ ବିହାରରେ, ଚନ୍ଦ୍ରଶେଖର ପୁର, ଇନ୍ ଫୋ ସିଟି, ଲକ୍ଷ୍ମୀ ସାଗର, ଖାରବେଳ ଅଞ୍ଚଳରେ ବାଇକ୍ ଚୋରି କେଶ୍ ରେ ସଂପୃକ୍ତ ଥିବା ଜଣା ପଡିଛି । ଆଦ୍ୟ ତା ୨୬/୦୬/୨୦୨୫ ରିଖରେ ସ୍ଥାନୀୟ ଫୁଲବାଣୀ ଟାଉନ୍ ଥାନାରେ ଅତିରିକ୍ତ ଏସ ପି ଶ୍ରୀ ବିଭୂତି ଭୂଷଣ ମହାପାତ୍ର ଓ ଥାନା ଅଧିକାରୀ ଶ୍ରୀ ସ୍ୱରୂପ କିଶନ ଗଣ ମାଧ୍ୟମ ପ୍ରତି ନିଧି ଙ୍କୁ ଡାକି ସାକ୍ଷାତକରି ଚୋର ମାନଙ୍କ ବିଷୟରେ ସଂପୂର୍ଣ୍ଣ ଆଠୋଟି ଆର୍ ୱାନ୍ ୫ ମୋଟର ସାଇକଲ,ଓ ଗୋଟିଏ ପଲ୍ସର୍ ୨ ଟଣ୍ଟି ମୋଟର ସାଇକଲ ସମୁଦାୟ ୯ ଟି ଗାଡ଼ି ଉଦ୍ଧାର କରି ଗାଡ଼ି ମାଲିକଙ୍କୁ ହସ୍ତାନ୍ତର କରିଥିବା କଥା ଶୁଣିବାକୁ ମିଳୁଛି। ଏହି ସବୁ ମହତ କାମ ପାଇଁ ଥାନାଧିକାରୀ ଶ୍ରୀ ସ୍ବରୂପ କିଶନ କୁ ଫୁଲବାଣୀ ସହର କନ୍ଧମାଳ ଜିଲ୍ଲା ଓ ଭୁବନେଶ୍ବର ରୁ ବହୁ ବୁଦ୍ଧିଜୀବୀ ଲୋକ ତାଙ୍କୁ ଅଭିନନ୍ଦନ ଜଣାଉ ଥିବା କଥା ଦେଖିବାକୁ।ଇଲୁଛି ।