ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଅ।ଶୁ ଆରୋଗ୍ୟ ପାଇଁ ସମୂହ ଦୀପଦାନ ।

କନ୍ଧମାଳ ତା ,୨୧/୦୬/୨୦୨୫ ଫୁଲବାଣୀ କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ତରଫରୁ ଆଜି ସ୍ଥାନୀୟ ଫୁଲବାଣୀ ବହୁ ପ୍ରସିଦ୍ଧ ମା ନାରାୟଣୀ ମନ୍ଦିର ପ୍ରଗଣାରେ କନ୍ଧମାଳ ଜିଲ୍ଲା ବିଜୁଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କ ନେତୃତ୍ବରେ ଜିଲ୍ଲା ବିଯୁଜନତ।ଦଳର ସମସ୍ତ ବରିଷ୍ଟ ନେତୃତ୍ଵ ତଥା ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପୂର୍ବତନ ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା, ପୂର୍ବତନ ଫୁଲବାଣୀ ଏ ନେ ସି ଅଧ୍ୟକ୍ଷ ପ୍ରତାପ ପାତ୍ର, ଫୁଲବାଣୀ ପୋୖର ପରିଷଦର ବର୍ତ୍ତମାନ ଅଧ୍ୟକ୍ଷା ଶ୍ରୀମତୀ ପାୟେ ଲ ବେହେରା , ପ୍ରଦୀପ ମହାନ୍ତି, ପଞ୍ଚାନନ କହଁର ନଗର ସଭାପତି ବିମଳ ପାଢ଼ୀ, ସୁଧୀର କହଁର ଫୁଲବାଣୀ ପୌର ପରିଷଦର ସମସ୍ତ ୱାର୍ଡ କାଉନସିଲର ଯଥା – ଶ୍ରୀବଛ ବେହେରା, ରାଜେନ୍ଦ୍ର ପାଢ଼ୀ , ମୃତ୍ୟୁ ଞ୍ଜୟ ପେର।, ସେହଲତ। ପ୍ରଧାନ, ମାଧବୀ ମିଶ୍ର, ବିର।ଜିନି କହଁର, ଫୁଲବାଣୀ ପୋୖର ପରିଷଦର ନଗର ବିଯୁଜନଦ।ଦଳର ଉପସଭାପତି ବିକ୍ରମ ବେହେରା ଯୁବ ଜନତାଦଳର ପାର୍ଥ ସାରଥୀ ବିଶ୍ଵାଳ, ଦାରୁଣ ବେହେରା କିଚକ ନାୟକ, ସୌମୀୟରଞ୍ଜନ୍ ବେହେରା, ରଜନୀ ପ୍ରଧାନ, ଶ୍ରୀ କମଲ୍ କାନ୍ତ ପାଣ୍ଡେ, ରଜନୀ ମଲ୍ଲିକ, ଜିଲ୍ଲାର ତିନି ଶହରୁ ଅଧିକ କର୍ମୀ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇ ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ବିରୋଧୀଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଶରୀର ଅସୁସ୍ଥ ଥିବାରୁ ତାଙ୍କରି ଅ।ଶୁ ଆରୋଗ୍ୟ କାମନା କରି ତାଙ୍କରି ନିମନ୍ତେ ସମୂହ ଦୀପଦାନ ଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *