-୦୭-୨୦୨୩, ଶନିବାର

୧-ରାଜ୍ୟ କ୍ୟାବିନେଟ୍‌ରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ। ।

୨-କଟକ ମାଲଗୋଦାମ ଠାରେ କମିସନରେଟି ପୁଲିସ ଓ ସିଏମ୍‌ସି ପକ୍ଷରୁ ଚଢ଼ଉ। ମସଲା ସାମଗ୍ରୀ ନେଇ ଚଢ଼ଉ ଜାରି

୩-୨୬ରୁ ପୁଣି ଲଘୁଚାପ: ଛତିଶଗଡ଼ରେ ବର୍ଷିବ, ମହାନଦୀ ଫୁଲିବ; ଦକ୍ଷିଣ ଓଡ଼ିଶାକୁ ବନ୍ୟା ଭୟ ।

୪-ବାହାନଗା ରେଳ ଦୁର୍ଘଟଣା: ୪୧ଜଣଙ୍କ ପରିଚୟ ମିଳୁନି, ଏମ୍‌ସରେ ପଡ଼ିରହିଛି ଶବ ।

୫-ଓଡ଼ିଶାରୁ ଏଫସିଆଇର ଚାଉଳ ସଂଗ୍ରହ ସମ୍ପର୍କରେ ତଥ୍ୟ ଦେଲେ କେନ୍ଦ୍ର ସରକାର।

୬-ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିବାବ୍ୟକ୍ତି ଗିରଫ, ବନ୍ଧୁକ ଓ ଛୁରି ଜବତ ।

୭-ମଣିପୁର: ୧୧ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ, ଇସ୍ତଫା ପ୍ରଶ୍ନକୁ ଏଡାଇ ଗଲେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ।

୮-ପିୟୁ ସର୍ଭେ ରିପୋର୍ଟ: ଆମେରିକାରେ ରହୁଥିବା ୩୩% ଭାରତୀୟ ଦେଶକୁ ଫେରିବାକୁ ଆଗ୍ରହୀ ।

୯-ଲୋକସଭାରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ଇରାନୀ: ଭାରତରେ ୨୦ କୋଟି ମୁସଲମାନ।

୧୦-ବଲିଉଡ ଅଭିନେତା ବିବେକ ଓବରୟ ଦେଢ଼ କୋଟି ଟଙ୍କା ଠକେଇର ଶିକାର ଅଭିଯୋଗ ।

୧୧-ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚୁକ୍ତି ବିନିମୟ, ଏଣିକି ଶ୍ରୀଲଙ୍କାରେ ଲଞ୍ଚ ହେବ ୟୁପିଆଇ।

୧୨ଅଲ ନୀନୋର ପ୍ରଭାବ: ନାସା ବୈଜ୍ଞାନିକଙ୍କ ଚେତାବନୀ, ୨୦୨୪ରେ ଆହୁରି ଅଧିକ ହେବ ଗରମ ।

୧୩-ସମୁଦ୍ରକୁ ଏକାଧିକ କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ: ଦକ୍ଷିଣ କୋରିଆ ସେନା।

୧୪-ICC ପ୍ରମୋରେ ବିରାଟଙ୍କ ଓଡ଼ିଆ ଫ୍ୟାନ୍ ପିଣ୍ଟୁ, ସାରା ବିଶ୍ୱ ଦେଖିଲା ତାଙ୍କ ଟାଟୁ।

୧୫-ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ଭାରତ ୪୩୮ : ୫୦୦ତମ ମ୍ୟାଚ୍‌ରେ ଶତକ କରିବାରେ ବିରାଟ ପ୍ରଥମ ।

Leave a Reply

Your email address will not be published. Required fields are marked *