ଟ୍ରେନ ଚଳାଚଳ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା

ଟ୍ରେନ ଚଳାଚଳ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା -08032/08031 ଭଦ୍ରକ – ବାଲେଶ୍ୱର – ଭଦ୍ରକ ମେମୁ ଚଳିତ ମାସ 23 ରୁ 30 ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ lବାଲେଶ୍ୱର – ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ସୋରୋ – ବାହାନଗା ବଜାର ଷ୍ଟେସନ ମଧ୍ୟରେ ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ ଜନିତ ଟ୍ରାଫିକ ବ୍ଲକ ଯୋଗୁଁ ଏହି ନୁଷ୍ପତ୍ତି ନିଆଯାଇଅଛି l

Leave a Reply

Your email address will not be published. Required fields are marked *