ସନ୍ଧ୍ୟା ଦର୍ଶନ କଲେ ନିଜ ପତ୍ନୀଙ୍କ ସହିତ ଗଜପତି ମହାରାଜ

ସନ୍ଧ୍ୟା ଦର୍ଶନ କଲେ ନିଜ ପତ୍ନୀଙ୍କ ସହିତ ଗଜପତି ମହାରାଜ lଆଜି ପବିତ୍ର ସନ୍ଧ୍ୟା ଦର୍ଶନରେ ନିଜ ପତ୍ନୀଙ୍କ ସହିତ ଗଜପତି ମହାରାଜ କରିଛନ୍ତି କାଳିଆ ଦର୍ଶନ l ଆସନ୍ତା କାଲି ବାହୁଡା଼ଯାତ୍ରା ତେଣୁ ଆଜି ସନ୍ଧ୍ୟା ପାଞ୍ଚଟାରୁ କାଳିଆ ଦର୍ଶନ ବନ୍ଦ l ପାଞ୍ଚଟା ପୂର୍ବରୁ ଗଜପତି ମହାରାଜ ଦିବ୍ୟାସିଂହ ଦେବ ନିଜ ପତ୍ନୀଙ୍କ ସହିତ ପ୍ରବଳ ଭିଡ଼ ମଧ୍ୟରେ ଆଡପମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରିଛନ୍ତି l