ନୂତନ ଭବନ ଉଦଘାଟନ

ଭଦ୍ରକ ନୂଆବଜ଼ାର ସ୍ଥିତ ବିଦ୍ୟା ଭାରତୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ନୂତନ ଭବନ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ୱାଇଲଡ ଷ୍ଟୋନ ର ସିଇଓ ନରେନ୍ଦ୍ର କୁମାର ଦାଗା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ସମସ୍ତ ପ୍ରକାର ସହଯୋଗ ର ହାତ ବଢ଼ାଇଛନ୍ତି । କେନସେର ରେ ନରେନ୍ଦ୍ର ଙ୍କ ପୁଅ ଙ୍କ ମୃତ୍ୟୁ ହେବା ପରେ ଶିକ୍ଷା କ୍ଷେତ୍ର ରେ କିଭଳି ଉନ୍ନତି ଘଟିବ ଏହା ଉପରେ ଗୁରୁତ୍ୱ ଦେବା ସହିତ ସମାଜ ରେ ଅବହେଳିତ ବିଦ୍ୟାଳୟ ମାନଙ୍କୁ ସହଯୋଗ ର ହାତ ବଢ଼ାଇ ଆଜି ଚର୍ଚ୍ଚାରେ ନରେନ୍ଦ୍ର |

punil Kumar Samanta reporter

Leave a Reply

Your email address will not be published. Required fields are marked *