ପୌର ପରିଷଦ, ଖୋର୍ଦ୍ଧା ରେ “ନୁଆ ଓ” କ୍ରୀଡା ପ୍ରତିଯୋଗୀତା ର ଉଦଘାଟନ

ଆଜି ଦିବା10.00ଘଟିକା ସମୟରେ ପି.ଏନ.କଲେଜ ଠାରେ ପୌର ପରିଷଦ, ଖୋର୍ଦ୍ଧା ତରଫରୁ “ନୁଆ ଓ” କ୍ରୀଡା ପ୍ରତିଯୋଗୀତା ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର ମାନ୍ୟବର ବିଧାୟକ ଶ୍ରୀ ଜ୍ୟୋରିନ୍ଦ୍ର ନାଥ ମିତ୍ର କ୍ରୀଡା ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ. ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବପିଢ଼ି ମାନଙ୍କ ମଧ୍ୟରେ କ୍ରୀଡା ଓ଼ କ୍ରୀଡ଼ାପ୍ରତିଯୋଗିତା ପାଇଁ ଏକ ଅଭିନଵ ପ୍ରୟାସ.ରାଉରକେଲା ଠାରେ ବିଶ୍ୱ ସ୍ଥରୀୟ ଷ୍ଟାଡିଅମ ନିର୍ମାଣ କରି ହକି ପୌରାଧକ୍ଷ୍ୟା ଶ୍ରୀମତୀ କନକଲଷ୍ମୀ ମହାନ୍ତି ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନଵ ପ୍ରୟାସ ଯୁବପିଢ଼ି ମାନଙ୍କ ଅନ୍ତର୍ନିହିତ କ୍ରୀଡାର ବିକାଶ ପାଇଁ ଉଦାହରଣ ପାଲଟିଛି. ସେହିପରି ଉପାଧ୍ୟାକ୍ଷ ଶ୍ରୀ ସୌର୍ଯ୍ୟ ରଞ୍ଜନ ମହାନ୍ତି ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ପଦକ୍ଷେପ ସାରା ଭ୍ରାତାବର୍ଷରେ ଉଦାହରଣ ସୃଷ୍ଟି କରିଛି. ନିର୍ବାହୀଅଧିକାରୀ ରିଜ଼ୱାନା କଅକଵ ସମସ୍ତ ପ୍ରତିଯଗୀ ମନକୁ ଉଦବୋଧନ ଦେଇ ଆମ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ପଦକ୍ଷେପ ଆମ ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତିୱାର୍ଲଡ କପର ଆୟୋଜନ କରିଥିଲେ.ନୂଆ -ଓ ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତା ମାଧମରେ ଉଦାହରଣ ସୃଷ୍ଟି କରିଛନ୍ତି.ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷ ସୋର୍ଯ୍ୟ ରଞ୍ଜନ ମହାନ୍ତି ଏବଂ ବହୁ ସମ୍ମାନୀୟ ବ୍ୟକ୍ତି, ଅଧିକାରୀ ଉପସ୍ଥିତ ଥିଲେ।