ସ୍ୱାଧୀନତା ଦିବସ ବହୁତ ଆନନ୍ଦ ଉଲ୍ଲାସ ରେ ପାଳନ

ଭଦ୍ରକ -ଜିଲ୍ଲା. ଭଣ୍ଡାରିପୋଖରୀ -ବ୍ଲକ. ଅଂଚଳର ବିଭିନ୍ନ ସ୍ଥାନରେ ପବିତ୍ର ସ୍ୱାଧୀନତା ଦିବସ ବହୁତ ଆନନ୍ଦ ଉଲ୍ଲାସ ରେ ପାଳନ କରାଯାଇଛି ପୂର ପଲି ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡେ ତୀରଙ୍ଗା ମୟ ହୋଇଯାଇଛି ଭଣ୍ଡାରିପୋଖରୀ ବ୍ଲକ ର ସବୁ ସ୍କୁଲ.ଏବଂ ଭଣ୍ଡାରିପୋଖରୀ ର ସବୁ ଅଫିସ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଉଅଛି. ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓଭଣ୍ଡାରିପୋଖରୀ ବ୍ଲକ ଓ ଭଣ୍ଡାରିପୋଖରୀ ଥାନା ଓ ଭଣ୍ଡାରିପୋଖରୀ ତହସିଲ ଅଫିସ ଓ ଭଣ୍ଡାରିପୋଖରୀ କଲେଜ ଓ ଭଣ୍ଡାରିପୋଖରୀ ରେ ଗଢି ଉଠିଥିବା ଭଣ୍ଡାରିପୋଖରୀ ଅଗ୍ରଣୀ ସୋଛାସେବୀ ସଂଗଠନ ଉମିଦ ଅଫିସ ପ୍ରାଙ୍ଗଣରେ ୭୭ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି ଏବଂ ଭଣ୍ଡାରିପୋଖରୀ ଅଗ୍ରଣୀ ଘରୋଇ ଶିକ୍ଷା ଅନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ପକ୍ଷରୁ ୭୭ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଅଛି ଏବଂ ଭଣ୍ଡାରିପୋଖରୀ ବ୍ଲକ ର ସରସଦା ପଞ୍ଚାୟତ ରେ ଥିବା ସରସଦା ହାଇସ୍କୁଲ ରେ ମଧ୍ୟ୍ୟ ବହୁତ ଆନନ୍ଦ ଉଲ୍ଲାସ ରେ ୭୭ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛିଏବଂ ଭଣ୍ଡାରିପୋଖରୀ ବ୍ଲକ ର ସବୁ ପଞ୍ଚାୟତ ଅଫିସ ରେ ମଧ୍ୟ୍ୟ ୭୭ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ରିପୋର୍ଟ, ଭଦ୍ରକ,