ଉପ ନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ),ସୂଚନା ଓ ଲୋକ ସମ୍ପର୍କ ବିଭାଗ ଙ୍କ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ କାର୍ଯାଳୟ ନିରୀକ୍ଷଣ

ଉପ ନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ),ସୂଚନା ଓ ଲୋକ ସମ୍ପର୍କ ବିଭାଗ ଙ୍କ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କ କାର୍ଯାଳଯ ନିରୀକ୍ଷଣ ।ଖୋର୍ଦ୍ଧା୩୧.୦୫ ୨୦୨୩ଉପ-ନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ ) ହେମନ୍ତ କୁମାର ନାୟକ ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯାଳୟକୁ ନିରୀକ୍ଷଣ କରିଛନ୍ତି। ତାଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ମାମୟୀ ଆଚାର୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ।କାୟାଳୟ ନିରୀକ୍ଷଣ କଲାବେଳେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କୁ କାର୍ଯାଳୟ ର ବିଷୟରେ ପଚାରି ବୁଝିଥିଲେ। ଏହି କାର୍ଯାଳୟରେ ଜୁନିଅର ଷ୍ଟେଟୋଗ୍ରାଫର, ଜୁନିଅର ଷ୍ଟୋର କିପର, କ୍ଲର୍କ କମ -ଲାଇବ୍ରେରିଆନ ୨ ଜଣ ପିଅନ ୧ ଜଣ ନାଇଟ ୱାଟର, ପଦବୀ ଖାଲି ପଡିଥିବା ବେଳେ ଖୁବ ଶୀଘ୍ର ଲାଇବ୍ରେରିୟାନ ପଦବୀ ପୂରଣ କରାଯିବ ବୋଲି କହିଥିଲେ । କାର୍ଯାଳୟ ର ରେକର୍ଡ ଯାଞ୍ଚ କରିବା ସଙ୍ଗେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଜଣେ ଅପରେଟର ଙ୍କ ପୋଷ୍ଟି ବିଷୟରେ Department ର ଦ୍ରୁଷ୍ଟି କୁ ନେଇ ପତ୍ର ମାଧ୍ୟମରେ ଜଣାଇବାକୁ କହିଥିଲେ ତତ ସହିତ ଖୋର୍ଦ୍ଧା Headquarterରେ ଥିବା ପାଠାଗାରକୁ ପରିଦର୍ଶନ କରିଥିଲେ।ଅପରାହ୍ନ ୩.୦୦ ଟାରେ କଟକ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।