ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ ଯାପିତ

ଉତ୍ତରବାହିନୀ ସ୍ଥିତ ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓଡିଶା ନବୀନ ଓଡିଶା ପକ୍ଷରୁ ଚାଲିଥିବା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ ଯାପିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପରିଚାଳନା ସଭାପତି ପ୍ରାଧ୍ୟାପକ ସନ୍ତୋଷ କୁମାର ଦାସ ଓ ୩୦ ନମ୍ବର ଓ୍ବାର୍ଡ ର କାଉନସିଲର ଉର୍ମିଳା ମାଝି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଥିଲେ , ଗତ ଏକମାସ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା କାର୍ଯ୍ୟକ୍ରମ ,ସମେତ ସାମାଜିକ କାଯ୍ୟକ୍ରମ ମାନ କରାଯାଇଥିଲା ଡିଗ୍ରୀ କଲେଜ ର ଅଧ୍ୟାପକ, ଅଧ୍ୟାପିକା ,ଓ ଶିକ୍ଷା କର୍ମଚାରୀ ଅଂଶ ଗ୍ରହଣ କରିଥିଲେ