ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।
କନ୍ଧମାଳ ତା ୨୧/୦୬/୨୦୨୫ ଚକାପାଦ , ଶଙ୍କରଖୋଲ୍ ଆଜି ସ୍ଥାନୀୟ ଆଞ୍ଚଳିକ ଉଛ ମାଧ୍ୟମିକ ବିଦ୍ୟାଳୟ ଶଙ୍କରଖୋଲ୍ ନୂତନ ଅଡିଟରିୟମ୍ ହଲ୍ ଠାରେ ଯୋଗ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟ କ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ଶଙ୍କରଖୋଲ୍ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଡ, ସନ୍ତୋଷ କୁମାର ପ୍ରଧାନ । ଏହିଠାରେ ପରିଚୟ ପ୍ରଦାନ କରିଥିଲେ ଡ, ବାବୁଲା ପ।ଟ୍ଟାଯୋଶୀ, ଶ୍ରୀମତୀ ବିଷ୍ଣୁ ପ୍ରିୟ। ମହାନ୍ତି ଅ।ଟ୍ ଅଫ୍ ଲିହିଂ ଶାଖା, କନ୍ଧମାଳ ସଂଯୋଜକ ତଥା AOL ସ୍ଵିକୃତି ପ୍ରପ୍ତଯୋଗ ଶିକ୍ଷକ ।

ବିଦ୍ୟାଳୟର ଯୋଗ ଶିକ୍ଷକ ଶ୍ରୀ ରାମକୃଷ୍ଣ ମହାନ୍ତି ସପ୍ତାହର ପ୍ରତି ସମୋବ।ର ଓ ଶନିବାର ଛାତ୍ର ଓ ଛାତ୍ରୀ ଙ୍କୁ ଯୋଗ ଅଭ୍ୟ।ସ କରୁଥିବା କଥା କହି ଛାତ୍ର ଛାତ୍ରୀ ଙ୍କୁ ଯୋଗ କରିବା ପାଇଁ ଉତ୍ସାହ କରିଥିଲେ । ଏହି କାର୍ଯ୍ୟ କ୍ରମରେ ବିଦ୍ୟାଳୟର ଅଧ୍ୟାପକ ଶିବରାମ ବେହେରା,ରିତର।ଣି ପ୍ରଧାନ, ବୈକୁଣ୍ଠନାଥ ପଣ, ସଂଜୟ ନାୟକ, ସନ୍ନ୍ୟାସୀ ଜେନା, ମନ୍ମଥ ସାହୁ, ଦ।ର।ସିଂ ଦିଗ।ଲ, ଅର୍ବଲ୍ ପଟ୍ଟନାୟକ, ଫିକିଂ ସାହୁ, ଅଜୟ ଦିଗ।ଲ, କାହୁଁ ଚରଣ ସାହୁ,୫୦ରୁ ଅଧିକ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ମିଶି ୭୦ ଜଣ ଯୋଗ ଅଭ୍ୟାସ କରିଥିଲେ ।ଅତିଥି ମାନେ ଯୋଗକୁ ଦୈନଦିନ ଜୀବନରେ ସାମିଲ କରି ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *