ଉତ୍କଳ ସମ୍ବାଦିକ ସଂଘ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ

ଉତ୍କଳ ସମ୍ବାଦିକ ସଂଘ ପକ୍ଷ ରୁ ୫ଦଫା ଦାବିପୂରଣ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଏକ ପ୍ରତିବାଦ ସଭା ଜିଲ୍ଲା ସଭାପତି ରବିନାରାୟଣ ଖିଲାର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଅନ୍ୟ ରାଜ୍ୟ ପରି ଓଡିଶାରେ ବୟସ୍କ ସମ୍ବାଦିକ ଙ୍କୁ ପେନସନ ପ୍ରଦାନ ଅଧୀ ସ୍ବୀକୃତି କମିଟି ପୁନଃ ଗଠନ ଓ ବ୍ଲକ ଠାରୁ ରାଜ୍ୟସ୍ତର ପଯ୍ୟନ୍ତ ବ୍ୟାପକ ଅଧୀ ସ୍ବୀକୃତି ପ୍ରଦାନ, ସ୍ବାସ୍ଥ୍ୟବୀମା ଯୋଜନା ରେ ପିତାମାତା ଓ ପଚିଶ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ ନିର୍ଭରଶୀଳ ସନ୍ତାନ ମାନଙ୍କୁ ସାମିଲ ଓ ପ୍ରେସ ଏକାଡେମୀ ଗଠନ ସହ ଭୂବନେଶ୍ବର ରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପନ ଆଦି ଦାବି ଉପସ୍ଥାପନ କରାଯାଇଥିଲା ଖବର ଦାତା ଅପୂର୍ବ ରଞ୍ଜନ ବେହେରା ଉପଦେଷ୍ଟା ପ୍ରମୋଦ ରାଏ, ଦୈତାରୀ ମହାପାତ୍ର, ସନାତନ ରାଉତ, ପ୍ରଭାତ ଦାସ, ରାଜେଶ ଦାସ ,ସୁଧାକର ଦାସ,ଗୌରାଙ୍ଗ ଦାସ, ଶୁଭଦୀପ ମଲ୍ଲିକ, ପୁନିଲ କୁମାର ସାମନ୍ତ, ଅଶ୍ବିନି ପାଢୀ, ରାଜ୍ଯ ସଭାପତି ବିଭୂତି ଭୂଷଣ କରଙ୍କ ନିର୍ଦେଶ ରେ ଏହି ପ୍ରତିବାଦ ସଭା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ମୁଖ୍ଯ କାର୍ଯ୍ଯାଳୟ ଅନୁଷ୍ଠିତ ହୋଇଛି

Punil Kumar Samanta reporter

Leave a Reply

Your email address will not be published. Required fields are marked *