ସରକାରୀ ଜାଗା ବାଡ ଦେଇ ଅବରୋଧ ଘରୁ ବାହାରିବା ମୁସ୍କିଲ ବାଆସଡା ପୋଲିସ ଟଙ୍କା ଖାଇ ଚୁପ୍

ସରକାରୀ ଜାଗାକୁ ଅବରୋଧ କରି ବାଡ ଘେରି ଆମ୍ଭ ଗ୍ରାମ ବିରିଆଡିଆ ର ଶରତ ପଣ୍ଡା ଜମିକୁ ଚାଷ କରିବାକୁ ଦେଉନାହାନ୍ତି ଏବଂ ମୋହନ ପଣ୍ଡାଙ୍କ ଘର ଆଗରେ ଜବରଦସ୍ତ ବାଡ ପକାଇ ଗୃହବନ୍ଦି କରି ଆଜ କୁ ୧୧ ଦିନ ହେଲା ରଖିଛନ୍ତି ।
ଆମେ ଗୃହବନ୍ଦୀ ହୋଇ ରହିଅଛୁ । ଆମ ପୈତୃକ ସଂପତି ଇଜିମାଇଲ ଆମ ଘର ଆଗରେ ଜୋର ଜବରଦସ୍ତ ହାତରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ବାଡ ପୋତିଛନ୍ତି ଏବଂ ଇଟା ରଖିଛନ୍ତି । ଆମ ମାନକୁ ଘରୁ ବାହାରିବାକୁ ଦେଉ ନାହାନ୍ତି । ଆମ ଓ ଆମ୍ଭର ଭାଇମାନେ ତାଙ୍କୁ ବାଡ ପୋତୁଥିବାର କାରଣ ପଚାରିବା ରିବାରୁ ସେମାନେ ଆମମାନଙ୍କୁ ମାରାଣାସ୍ତ୍ର ଧରି ଆମକୁ ଗୋଡାଇବାରୁ ଆମ୍ଭେ ସେହି ସ୍ଥାନରୁ ଜୀବନ ରକ୍ଷାକରି ଘରକୁ ପଳାଇଆସିଥିଲୁ । ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ। ଜୀବନରୁ ମାରି ଶେଷ କରିଦେବୁ। ଆମ୍ଭେ ଗତ ୭ ଦିନ ହେବ ବହୁତ ଭୟବିତ ହୋଇ ଜୀବନଯାପନ କରୁଅଛୁ । ଆମେ ଖାଦ୍ୟ, ପାନୀୟ, ଔଷଧ ଇତ୍ୟାଦି ପାଇବାରୁ ବଂଚିତ ହେଉଅଛୁ । ଏ ବିଷୟରେ ବାରମ୍ବାର ବାଶଡା ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଆଇଆଇସି ହାଫିଜ୍ କୈାଣସି ସି ପଦକ୍ଷେପ ନେଉନଥିବା ର ଅଭିଯୋଗ । ଜିଲ୍ଲା ଏସପି କୁ ଜଣାଇ ଥିଲୁ କିନ୍ତୁ ୪ ଦିନ ହେଲା । କୈାଣସି ପଦକ୍ଷେପ ନାହିଁ।

Leave a Reply

Your email address will not be published. Required fields are marked *