ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ l

ଆଜି ଶ୍ରୀମନ୍ଦିରରେ ଦୀର୍ଘ ୫ ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ । ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଅବସରରେ ଆଜି ଅର୍ଥାତ୍ ସୋମବାର ଦିନ ଶ୍ରୀମନ୍ଦିରରେ (Puri Jagannath Temple) ମହାପ୍ରଭୁଙ୍କ ରାହୁରେଖା ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗ ମଣ୍ତପ ନୀତି ଶେଷ ହେବା ପରେ ମହାବାହୁଙ୍କ ଏହି ଗୁପ୍ତ ନୀତି କରାଯିବ । ତେବେ ଏହି ଗୁପ୍ତ ନୀତି ଅପରାହ୍ନ ୩ଟାରୁ ରାତି ୮ଟା ଯାଏଁ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ (Srimandir Temple Administration) ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *