ଜାମ୍ମୁ ଏବଂ କାଶ୍ମୀର ସୁନ୍ଦର ଅଟେ ଏବଂ ଟ୍ୟୁଲିପ ଋତୁରେ ଏହା ଆହୁରି ଅଧିକ ସୁନ୍ଦର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜାମ୍ମୁ ଏବଂ କାଶ୍ମୀର ସୁନ୍ଦର ଅଟେ ଏବଂ ଟ୍ୟୁଲିପ ଋତୁରେ ଏହା ଆହୁରି ଅଧିକ ସୁନ୍ଦର । ଶ୍ରୀନଗରର ଡାଲ ହ୍ରଦ ନିକଟରେ ଥିବା ଜାବରୱାନ ରେଞ୍ଜର ପାଦଦେଶରେ ଅବସ୍ଥିତ ଟ୍ୟୁଲିପ ଉଦ୍ୟାନର ଫୁଲ ଫୁଟିବା ବିଷୟରେ ଶ୍ରୀନଗର ଜିଲ୍ଲା ପ୍ରଶାସନର ଟୁଇଟ୍ ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଇ ଜାମ୍ମୁ ଏବଂ କାଶ୍ମୀର ସୁନ୍ଦର ଅଟେ ଏବଂ ଟ୍ୟୁଲିପ ଋତୁରେ ଏହା ଆହୁରି ଅଧିକ ସୁନ୍ଦର ।

Leave a Reply

Your email address will not be published. Required fields are marked *