ପୁରୀ ସହରର ୧୬ନଂ ୱାର୍ଡର ଜନସମ୍ପର୍କ ସଭା ଅନୁଷ୍ଠିତ

ରାଜ୍ୟ ଯୁବ ବିଜେଡି ଉପ ସଭାପତି ଶ୍ରୀ ଶୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ୱ ରେ ପୁରୀ ସହରର ୧୬ନଂ ୱାର୍ଡ ର ରାଧା ଗୋବିନ୍ଦ ଲେନ ରେ ଜନସମ୍ପର୍କ ସଭା ଅନୁଷ୍ଠିତ ହୋଇ ଯାଇଅଛି।ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନ ସାଧରଣ ଙ୍କୁ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ପୁରୀ ର ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ପୁରୀ ଜିଲ୍ଲା କ୍ରୀଡା ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଓଡିଶା ମୋ ପରିବାର ସହ ସଂଯୋଜକ ଭଗବାନ ପଢ଼ିଆରୀ, ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା, ବିଜୁ ଜନତା ଦଳ ଛାତ୍ର ସମ୍ପାଦକ ରାଜେଶ ତ୍ରିପାଠୀ, ଛାତ୍ର ନଗର ସଭାପତି ସାଗର ପାତ୍ର, ୧୬ ନଂ ୱାର୍ଡ ର ଅରୁଣ ମିଶ୍ର, ଶ୍ରୀଧର ସାହୁ, ସୁଶାନ୍ତ କୁମାର ଦାଶ, ମାନସ ରଞ୍ଜନ ପୃଷ୍ଟି ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *