ଯାଜପୁର ଜିଲ୍ଲା କୋରେଇ ବ୍ଲକରେ ଜନଜାଗରଣ ଯାତ୍ରା

ଯାଜପୁର ଜିଲ୍ଲା କୋରେଇ ବ୍ଲକରେ ଜନଜାଗରଣ ଯାତ୍ରା ପାଇଁ ବ୍ୟାସନଗର ସ୍ଥିତ ହୋଟେଲ ରୟାଲକଳିଙ୍ଗରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ lପ୍ରକାଶ ଯୋଗ୍ୟ ରାଜ୍ୟ ସରକାରର ଅପାରଗତା ଓ କେନ୍ଦ୍ର ସରକାରଙ୍କ ବିକାଶ ଧାରକୁ ସାଧାରଣ ଲୋକଙ୍କୁ ସଚେତନତା କରିବା କୋରେଇ ବିଜେପି ପକ୍ଷରୁ ଆରମ୍ଭ ହେବ ଜନ ଜାଗରଣ ଯାତ୍ରା l ତେବେ ଏହି କାର୍ଯ୍ୟକ୍ରମ କିଭଳି କୋରେଇ ବ୍ଲକରେ ସଫଳ ହେବ ଆଜି ବ୍ୟାସନଗର ପୌର ପରିଷଦର ପୂର୍ବତନ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକଙ୍କ ନେତୃତ୍ୱରେ ହୋଟେଲ ରୟାଲକଳିଙ୍ଗ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ କୋରେଇ ବିଜେପି ନେତା ଆଲେକ୍ସଜାଣ୍ଡର ଦାସ ଯୋଗଦେଇ କିଭଳି ରାଜ୍ୟରେ ବିଜେଡି ସରକାର ସମୟରେ ଦୁର୍ନୀତି ବୃଦ୍ଧି ହେଇଛି ଲୋକଙ୍କୁ ସଚେତନତା କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ l ତେବେ ଏହି କାର୍ଯ୍ୟକ୍ରମ ଏକ ମାସ ଧରି ଦୁଇଟି ପର୍ଯ୍ୟାୟରେ ଚାଲିବ ବୋଲି ବିଜେପି ନେତା ଶ୍ରୀ ଦାସ ସୂଚନା ଦେଇଛନ୍ତି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ

Leave a Reply

Your email address will not be published. Required fields are marked *