ଜନ୍ମାଷ୍ଟମୀ ବହୁତ ଧୁମଧାମରେ ପାଳନ

.ନୂଆଗାଁ ତା -୦୭.୦୯.୨୦୨୩ ଆଜି କ.ନୂଆଗାଁ ବ୍ଲକ ଧରମପୁର ଗ୍ରାମ ରେ ବ୍ରହ୍ମ ଲୀନ ବେଦାନ୍ତ କେଶରୀ ସ୍ୱାମୀ ଶ୍ରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ଶ୍ରାଦ୍ଧ ଦିବସ ପାଳନ ହେବା ସହିତ,ଜନ୍ମାଷ୍ଟମୀ ବହୁତ ଧୁମଧାମରେ ପାଳନ କରାଯାଇଛି।ଏଠାରେ ଧରମପୁର ଅଞ୍ଚଳର ପିରିଗଡ଼, ପାତ୍ରସାହି, ପୁରୁଣା ସାହି, ମିଣ୍ଡାବାଲି ର ସମସ୍ତ ଅଞ୍ଚଳବାସୀ ସହଯୋଗ

କରିଥିଲେ।ପୁରହିତ ଶ୍ରୀ ଶ୍ରୀନିବାସ ଶତପଥୀ ପୂଜାର୍ଚ୍ଚନା କରିଥିବା ବେଳେ ସ୍ୱାମୀଜୀଙ୍କ ଶିଷ୍ୟ ଶ୍ରୀ ଉପେନ୍ଦ୍ର ପାତ୍ର କର୍ତା ହୋଇଥିଲେ।ଏବଂ ଗ୍ରାମର ସମସ୍ତ କାର୍ଯ୍ୟକର୍ତା ଶ୍ରୀ ଗୁରୁରାମ ପାତ୍ର, ଜୟକୃଷ୍ଣ ପୂଜାରୀ,ପ୍ରଫୁଲ ବେହର୍ଦଳାଇ, ସୁନ୍ଦର ବେହର୍ଦଳାଇ ଶବର ପାତ୍ର ମାଧବ ପାତ୍ର ଅନ୍ତର୍ଯ୍ୟାମୀ ପାତ୍ର ପାଣୁଆ ପୂଜାରୀ ସହଯୋଗ କରିଥିଲେ।

ରିପୋର୍ଟ- ନିଗମାନନ୍ଦ ପୂଜାରୀ

Leave a Reply

Your email address will not be published. Required fields are marked *