ବ୍ରହ୍ମଗିରି ଅଞ୍ଚଳରେ କଙ୍ଗାରୁ କୋର୍ଟ

lପୁରୀଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର କଙ୍କଡାଦୀପ ଗାଁରେ ଠାକୁରଙ୍କ ସେଵା କରୁଥିବା ସେବାୟତ ପରିବାର ଙ୍କୁ କଙ୍ଗାରୁ କୋର୍ଟ ନିଆଁ ପାଣି ବାସନ୍ଦ କରାଯିବା ସହିତ ଗାଁରୁ କାଢିଦିଆଯାଇଛି l ସେବକ ପରିବାର ନ୍ୟାୟ ପାଇବା ଆଶାରେ ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଆସି ଧାରଣାରେ ଠିଆ ହୋଇଛନ୍ତି l ଆଗକୁ ଏହାର ପ୍ରତିକାର କରାନଗଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବସିରହିବୁ ବୋଲି ଗଣମାଧ୍ୟମ ଆଗରେ କହିଥିଲେ l