କହେଁଇନାଳ ଡ୍ୟାମ ଠାରୁ ଛଣବଗଡ଼ ଓ ତଡା ଗ୍ରାମର ରାସ୍ତା ଶୁଭାରମ୍ଭ କଲେ ଶ୍ରୀକାନ୍ତ ପାଢ଼ୀ

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ 10ଲକ୍ଷ ଟଙ୍କା ର କହେଁଇ ନାଳ ଡେମ ହୁଡ଼ା ଠାରୁ ଛଣବଗଡ଼ ଏବଂ ତଡା ରାସ୍ତା ନିର୍ମାଣ କାମକୁ ଆଜି ବିଜେପି ର ପୂର୍ବ ରାଜ୍ୟ ସଚିବ ଶ୍ରୀକାନ୍ତ ପାଢ଼ୀ ଶୁଭା ଆରମ୍ଭ କରିଛନ୍ତି. ଚନ ବଗଡ଼ ଛକରେ ସେ ପୂଜା ଅର୍ଚନା କରି ଥିଲେ. ବହୁ ଦିନ ହେଲା ଗ୍ରାମ ବାସି ଙ୍କୁ ନେଇ ସେ ଧାରଣା ବିଖଭ କରିଥିଲେ. ବ୍ଲକ ଠାରୁ ଆରମ୍ଭ କରି ସବୁ ସ୍ଥରରେ ଦାବୀ କରିଥିଲେ. ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରେ ସାମିଲ କରିବାକୁ ଅପେକ୍ଷା କରିଛନ୍ତି କାହିଁକି ଏବେ ପର୍ଯ୍ୟନ୍ତ ବ୍ଲକ ଗ୍ରାମ୍ୟ ଉନୟନ ବିଭାଗକୁ ହସ୍ତାନ୍ତର କରିନଥିବା ଯୋଗୁଁ ଏହି ପ୍ରକଳ୍ପ ରେ ସାମିଲ କରାଯାଇଁ ପାରୁନାହିଁ. ତେଣୁ ତୁରନ୍ତ କରିବା ପାଇଁ ଦାବୀ କରୁଛୁ. ଉତ୍କ କାର୍ଯ୍ୟକ୍ରମ ରେ ସୁରେନ୍ଦ୍ର ମଳିକ, କୂରେସୁ ମଳିକ,ସନ୍ଧ୍ୟାରାଣୀ ବିଷୋୟୀ, କେଶବ, ନଟବର, ଘନ ମଳିକ ରାବି ମଳିକ, ଲକ୍ଷ୍ମୀ ମଲିକ ଏବଂ ଅନ୍ୟ ମାନେ ଉପସ୍ଥିତ ଥାଇ ସହଯୋଗ କରିଥିଲେ l
