କୁଡୁଟିଲି ମା ପ।ଟ ଖଣ୍ଡ। ମନ୍ଦିର ପ୍ରତିଷ୍ଠା ।

କନ୍ଧମାଳ ତା ୦୨/୦୬/୨୦୨୫ ବାଲିଗୁଡା କ, ନୂଆଗାଁ ବ୍ଲକ କୁଡୁତୁଲି ଗ୍ରାମରେ ମା ପ।ଟଖଣ୍ଡ। ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି ।ଏହି କାର୍ଯ୍ୟ କ୍ରମ ବିଗତ ତ। ୨୯/୦୫/୨୦୨୫ରିଖ ଠାରୁ ଆରମ୍ଭ ତା ୦୧/୦୬/୩୦୩୫ ରିଖରେ ସମାପ୍ତି ହେଇଥିବା କଥା ସ୍ଥାନୀୟ ବାସିନ୍ଦା କହିବା ଶୁଣିବାକୁ ମିଳୁଛି । ଏହି କାର୍ଯ୍ୟ କ୍ରମକୁ ମନ୍ଦିର ପରିଚାଳନା କମିଟି ଓ ଅଞ୍ଚଳ ବାସୀଙ୍କ ସହଜଗରେ ହୋଇଥିବା କଥା ଶୁଣିବାକୁ ମିଳୁଛି । ଗ୍ରାମର । ମୁଖ୍ୟ ପୁରହିତ ରବୀନ୍ଦ୍ର କୁମାର ଶତପଥୀ ପୌରହିତ୍ୟରେ କଳସ ଯାତ୍ରା ନମାଯଜ୍ଞା,ଘୃତ ଯଜ୍ଞାଦି,ପାଞ୍ଚ ମହାଯଜ୍ଞ ସହ ରତ୍ନମୁଦ୍ରଣ ସହବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଟିତହୋଇ ପୂର୍ଣ୍ଣାହୁତି ହୋଇଥିଲା ମାଙ୍କ ମନ୍ଦିର ପ୍ରତିଷ୍ଠାରେ ମନ୍ଦିର ପରିଚାଳନା କମିଟି,ସ୍ଵୟଂ ସହାୟକ ଗୋଷ୍ଠୀ ଗ୍ରାମବାସୀ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହଯୋଗ ଥିବା କଥା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *