ଆଖିରେ ଲୁହଭରିଦେବ ୬ଷ୍ଠ ଶ୍ରେଣୀ ଛାତ୍ରୀର ଚିଠି

ଭଦ୍ରକ ତିହିଡ଼ି ଅଞ୍ଚଳର କୁନିଝିଅ ସାଇ ସୁକନ୍ୟା ମହାନ୍ତିଙ୍କ ଶ୍ରୀମନ୍ଦିର ପ୍ରଶାସନକୁ ସୁନ୍ଦର ଚିଠି, ଉତ୍ତର ରଖିଲା ପ୍ରଶାସନ। ଚିଠିରେ ଲେଖାଥିଲା “ଅଙ୍କଲ ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ। ମୁଁ ପଠାଇଥିବା ଦୁଇଟି ରାକ୍ଷୀକୁ ମୋ ଦୁଇଭାଇ ଜଗା ବଳିଆକୁ ପିନ୍ଧାଇଦେବେ। ଆଉ ପଠାଇଥିବା ୫ଶହ ଟଙ୍କାରେ ଭାଇଭଉଣୀଙ୍କୁ ଲଡୁ ଖୁଆଇ ଦେବେ । ଅପରପକ୍ଷେ କୁନିଝିଅର ଗୁହାରୀ ଶୁଣିଲେ ବଡ଼ଠାକୁର, ହତାରେ ରାକ୍ଷୀ ବାନ୍ଧିଲେ ଦୁଇ ଭାଇ ପ୍ରଭୁ ବଳଭଦ୍ର ଓ ଜଗନ୍ନାଥ । ଏଥିସହ କୁନିଝିଅ ଚିଠିର ପ୍ରତ୍ୟୁତ୍ତର ଦେଲା ମନ୍ଦିର ପ୍ରଶାସନ ।

Leave a Reply

Your email address will not be published. Required fields are marked *