ରାଜଘରପୋଖରୀ ପଂଚାୟତରେ ରାସ୍ତା ଭାଙ୍ଗି ଯିବାକୁ ନେଇ ବିଡିଓଙ୍କୁ ଦାବିପତ୍ର
ରାଜନୀତି ର ଛକା ପଞ୍ଝା ଭିତରେ ହୋଇପାରୁନି ଊନତି କରଣ କାର୍ଯ୍ୟ କାହିଁକି ଏଭଳି ହବାର କାରଣ କଣ…. ବହୁଥର ଏ ବାବଦରେ ସରପଞ୍ଚ ବିଡ଼ିଓ ମହାଶୟ ଙ୍କୁ ଜଣାଇଥିଲେ ହେଁ ଏହାକୁ କର୍ଣ୍ଣପାତ କରିନଥିଲେ ଆକ୍ସନ ପ୍ଲାନ ରେ ଏହାକୁ 2022-23ରେ 2ଲକ୍ଷ୍ୟ ଟଙ୍କା ଥିବା ବେଳେ କାହିଁକି ଏ ନେଇ ଜଣାଇଥିଲେ ହେଲେ କାର୍ଯ୍ୟ କାରୀ ହୋଇପାରୁନି..ଏଭଳି ଏକ ଘଟଣା ଘଟିଛି ବାସୁଦେବପୁର ବ୍ଲକ ରାଜଘାରପୋଖରୀ ଗ୍ରାମପଞ୍ଚାୟତ ରେ .ପ୍ରବଳ ବର୍ଷା ଯୋଗୁ ରାଜଘର ପୋଖରୀ ଗ୍ରାମପଞ୍ଚାୟତ 8ନମ୍ବର ୱାର୍ଡ ରେ ଯେଉଁଭଳି ଭାବରେ ରାସ୍ତା ଧସିଯାଇଛି ତାହା ଏକ ଅଭାବନୀୟ ଘଟଣା କାରଣ ସେହି ରାସ୍ତା ଦେଇ ଯିବାଆସିବା କରନ୍ତି ପ୍ରାୟ 600ରୁ 700ଘର ତାହା ମୁଖ୍ୟ ବଜ଼ାର କୁ ଲାଗିଛି! ଗୋଟେ ସାଇଟରେ ପୋଖରୀ ଥିବାବେଳେ ଅନ୍ୟ ଏକ ସାଇଟରେ ନଦୀ ଅଛି ରାସ୍ତାରେ ଇଲେକ୍ଟ୍ରି ପୋଲ ପକାଇ ଯିବାଆସିବା କରୁଥିଲେ ସେହି ରାସ୍ତା ରେ ପିଲାମାନେ ସ୍କୁଲ କଲେଜ ଯିବା ପାଇଁ ଭୟଭିତ ହୋଇପଡୁଛନ୍ତି…ସରପଞ୍ଚ ନିଜେ ଯାଇ ସେ ରାସ୍ତା ର ଅନୁଧ୍ୟାନ କରିଥିଲେ.ଓ ପ୍ରତିଶୃତି ମଧ୍ୟ୍ୟ ଦେଇଥିଲେ ଓ ଗ୍ରାମବାସୀ ଙ୍କ ସହିତ ବିଡ଼ିଓ ଙ୍କୁ ଏବାବଦରେ ଏକ ଦାବିପତ୍ର ସରପଞ୍ଚ ଦେଇଛନ୍ତି ବିଡ଼ିଓ ପ୍ରତିଶୃତି ଦେବା ସହିତ ସରପଞ୍ଚଙ୍କ ଜରିଆରେ ତୁରନ୍ତ ଏହାକୁ କାର୍ଯ୍ୟ କାରୀ କରିବେ ବୋଲି କହିଛନ୍ତି