ହିଙ୍ଗୁଳା INTUC ର ସମ୍ପାଦକ ଙ୍କ ଆରୋଗ୍ୟ କାମନା କୁ ନେଇ HMS ପକ୍ଷରୁ ପ୍ରଦୀପ ପ୍ରଜ୍ଵଳନ

ଆଜି ତାଳଚେର ହିଙ୍ଗୁଳା ଖଣି ର HMS ପକ୍ଷରୁ ମା କରଡେଇ ପୀଠ ଠାରୁ ପଦଯାତ୍ରା କରି ମା ହିଙ୍ଗୁଳା ପୀଠରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ହିଙ୍ଗୁଳା କୋଇଲା ଖଣି INTUC ର ସମ୍ପାଦକ ରାଧା ଗୋବିନ୍ଦ ମହାନ୍ତି ଅସୁସ୍ଥ ଥବାରୁ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ କୁ ସ୍ଥାନାନ୍ତାରିତ କରାଯାଇଥିବାରୁ HMS ର ସମସ୍ତ କାର୍ଯ୍ୟକର୍ତା ତାଙ୍କର ଆରୋଗ୍ୟ ଆସୁ କାମନା କରି ମା ହିଙ୍ଗୁଳା ଠାରେ ଦୀପ ପ୍ରଜ୍ବଳନ କରିବା ସହ ପୂଜା ଅର୍ଚ୍ଚନା କରିଥିଲେ l

Leave a Reply

Your email address will not be published. Required fields are marked *