ଚୋରା ପିରତି କରୁଥିବା ଅବସ୍ଥାରେ ଧରା ପଡି ବନ୍ଧା ହେଲେ ଯୁବକ ମୋହନ ଜେନା

ହଁ ଆଜ୍ଞା ଏହି ଅଭାବନୀୟ ଘଟଣା ଘଟିଛି କୋଡ଼ବରୁଆଁ ପଞ୍ଚାୟତ କୋଡ଼ଗମ୍ଭୀର ଆଦିବାସୀ ପଡ଼ାଠାରେ । ସ୍ବାମୀ ନଥିଲା ଅବସ୍ଥାରେ ପାର୍ବତୀ ସିଂ ପୁଅ ଝିଅ ସୋଇଥିବା ଅବସ୍ଥାରେ ସେହି ଗ୍ରାମର ଯୁବକ ମୋହନ ଜେନା ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ପୂର୍ବରୁ ସେମାନଙ୍କ ର ଏହି ଭଳି ସମ୍ପର୍କ ଯୋଗୁ ଗ୍ରାମବାସୀ ମାନେ ସେମାନଙ୍କୁ ବାରଣ କରିଥିବା ସତ୍ତ୍ୱେ ମଧ୍ୟ ସେମାନେ ପୁନର୍ବାର ଶାରୀରିକ ସମ୍ପକ ରଖୁଥିବା ର ଜାଣି ଗ୍ରାମବାସୀ ମାନେ କାଲି ରାତି ୧ ଟେ ସମୟରେ ଯୁବକ ଓ ଯୁବତୀ ଦୁଇଜଣଙ୍କୁ ଦଉଡିରେ ବାନ୍ଧି ପକାଇଥିଲେ । ପରେ ସକାଳ ହେବା ମାତ୍ରେ ଗ୍ରାମବାସୀ ମାନେ ସlବରଙ୍ଗ ଗ୍ରାମାଞ୍ଚଳ ଥାନା କୁ ଖବର ପଠାଇଥିଲେ । ଖବର ପାଇବା ମାତ୍ରେ ପୋଲିସ ସେଠାରେ ଆସି ପହଞ୍ଚିଥିଲେ ଏବଂ ଯୁବକ ମୋହନ ଜେନା ଓ ଯୁବତୀ ପାର୍ବତୀ ସିଂ ଙ୍କୁ ଗ୍ରାମାଞ୍ଚଳ ଥାନା କୁ ନେଇଥିଲେ ।
