ଜାତୀୟ ରାଜପଥରେ ମହେନ୍ଦ୍ରା ପିକପ ଦୁର୍ଘଟଣା ଗ୍ରସ୍ତ
ଆସିକା ନିକଟସ୍ଥ ଝଗଡେଇ ପେଟ୍ରୋଲ ପମ୍ପରେ ଏକ ମହେନ୍ଦ୍ରା ପିକପଟି ଫୁଲବାଣୀରୁ ଫେରୁଥିବା ବେଳେ ଏହି ସ୍ଥାନ ରେ ରାତି ୧ ଟା ବେଳେ ଦୁର୍ଘଟଣା ଘଟିଥିଲା ଡ୍ରାଇଭରର ଆଖି ପଡ଼ିବାରୁ । ଚାଳକ ଓ ଯାତ୍ରୀମାନେ ବ୍ରହ୍ମପୁର ବାସିନ୍ଦା ବୋଲି ଜଣାପଡିଛି। ସେମାନେ ସେଓ,ଅଙ୍ଗୁର,କମଳା ପ୍ରଭୁତି ଫଳ ନେଇ ଫୁଲବାଣୀ ଅଂଚଳ ରେ ବ୍ୟବସାୟ କରନ୍ତି। ବ୍ୟବସାୟ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ୫ଜଣ ବସିଥିଲେ। ସାଧାରଣ ଖଣ୍ଡିଆ ଖାବରା ହୋଇଥିବା ଡ୍ରାଇଭର ପ୍ରକାଶ କରିଛନ୍ତି।
ରିପୋର୍ଟ- ରଞ୍ଜନ କୁମାର ରାଉତ, ଗଞ୍ଜାମ।