ମା ବିମଳା ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା


ଫୁଲବାଣୀ ତା ୧୬/୦୨/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମା ବିମଳା ଦେବୀ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀ ସୁନସିର ମହାପାତ୍ର, ଉପ – ସଭାପତି ଶ୍ରୀ ବିଜୟ ମହାନ୍ତି, ସମ୍ପାଦକ ଶ୍ରୀ ହରିଶ୍ଚନ୍ଦ୍ର ମହାରଣା,ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ସାହୁ, କୋଷା ଧ୍ୟ କ୍ଷ ଶଙ୍କର କୁମାର ବେହେରା ଙ୍କ ପ୍ରଚେଷ୍ଟାରେ ଶ୍ରୀ ମନ୍ଦିର ନିର୍ଦ୍ଦେଶ କ୍ରମେ ମା ବିମଳାଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କ୍ରମ ଜାନୁଆରୀ ୩୦ ତାରିଖ ଠାରୁ ଫେବୃଆରୀ ୦୩ ତାରିଖ ଯାଏ ମନ୍ଦିରର ନିତିକ।ନ୍ତି ଚାଲୁ ରହି ପ୍ରତିଷ୍ଠା କାର୍ଯ୍ୟ କ୍ରମ ପରିସମ।ପ୍ତି ହେବ ।କମିଟି ର ସମ୍ପାଦକ ଶ୍ରୀ ହରିଶ୍ଚନ୍ଦ୍ର ମହାରଣା ଙ୍କ ସୂଚନା ଅନୁଯାୟୀ ତା ୩୦/୦୧/୨୦୨୫ ରିଖରେ ( ଗୁରୁବାର) ରତ୍ନ ମୁଦ ଓ ଅଙ୍କୁର ରୋପଣ । ତା ୩୧/୦୧/୨୦୨୫ ତାରିଖରେ ( ଶୁକ୍ରବାର) ଜଳଧିବ।ସ, ଶାଳ ମଣ୍ଡପ, ଅଗ୍ନି ସ୍ଥାପନ,ଧନ୍ୟଧିବଦ,୦୧/୦୨/୨୦୨୫ ରିଖରେ ( ଶନିବାର) ସୂର୍ଯ୍ୟ ପୂଜା, ମଣ୍ଡପ ଦେଵତା ପୂଜା, ମହା ସ୍ନାନ, ଆହୁତି, ସନ୍ଧ୍ୟା ଆଳତି । ୦୨/୦୨/୨୦୨୫ ରିଖ( ରବିବାର) ସୂର୍ଯ୍ୟ ପୂଜା, ନ୍ୟାସଦି କର୍ମ, ଆହୁତି, ଆର ତୀ, ଅଷ୍ଟ ପ୍ରହରୀ ଆରମ୍ଭ ସନ୍ଧ୍ୟା ( ୪,୦୦) । ତା ୦୩/୦୨/୨୦୨୫ ରିଖ (ସୋମବାର) ସୂର୍ଯ୍ୟ ପୂଜା, ମା ବିରଜା ଙ୍କ ସିଂହ।ସନ ବିଜେ, ମୁଖ୍ୟ ପୂଜା, ଆହୁତି, ପୂର୍ଣ୍ଣାହୁତି ସନ୍ଧ୍ୟା ୫,୦୦ ମ।ଙ୍କ ପୂଜା କର୍ମ ପରିସମ।ପ୍ତି ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟ କ୍ରମ ମସାମବେଶିତ ଭକ୍ତ ମାନଙ୍କ ପାଇଁ ,ଓ ମ।ଙ୍କ ଉଦ୍ଦେଶ୍ୟରେ ଭୋଗ ସମସ୍ତଙ୍କ ପାଇଁ ପ୍ରସ୍ତୁତ ହେଉଅଛି ।ଏହି ପରି ପ୍ରେଖିରେ ଫୁଲବାଣୀ ସହର ଥିବା ବିଭିନ୍ନ ମନ୍ଦିର କମିଟି ,ଗ୍ରାମ କମିଟି, ବିଭିନ୍ନ କ୍ଲବ ଓ ବୁଦ୍ଧିଜୀବୀ, ଆଇନ୍ ଜିବୀ ସାଧାରଣ ଲୋକଙ୍କୁ ମ।ଙ୍କ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କ୍ରମରେ ସାମିଲ କରିବା ପାଇଁ ମନ୍ଦିର କମିଟିର କର୍ମ କର୍ତ୍ତା ଚେଷ୍ଟା କରିଥିଲେ ଏହି ସବୁ କାର୍ଯ୍ୟ ପାଇଁ ମନ୍ଦିର କମିର କର୍ମକର୍ତ୍ତା ଯଥା ସଭାପତି ଶ୍ରୀ ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଓ ତାଙ୍କରି କାର୍ଯ୍ୟକାରୀ ସଦସ୍ୟ ଙ୍କୁ ସହର ତରଫରୁ ଧ ନ୍ୟବ।ଦ ର ସୁହ ଛୁଟିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *