ଆର୍ଥିକ ସାହାର୍ଯ୍ୟର ବେଶ୍ ତରିକା
![](https://teerthkhetra.com/wp-content/uploads/2023/05/IMG-20230501-WA0024-1024x577.jpg)
ଆସିକା:-୦୧/୦୫/୨୦୨୩
ଆସିକା ସହର ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ନିଜର ଜୀବିକା ନିର୍ବାହ ପାଇଁ ଭଜନ ସମାରୋହ କରି ଅର୍ଥ ଉପାର୍ଜନ କରନ୍ତି।୨ଜଣ ଅନ୍ଧ ମହିଳା ଓ ଅନ୍ୟ ୮ ଜଣଙ୍କୁ ନେଇ ଏକ ସୁନ୍ଦର ଭଜନ ସମାରୋହ କରି ଅର୍ଥ ଉପାର୍ଜନ କରନ୍ତି।ନିଜର ପ୍ରୟାସ ରେ ଏକ ଛୋଟିଆ ଷ୍ଟେଜ ଓ ଶବ୍ଦ ର ଯନ୍ତ୍ରାଂଶ କୁନେଇ ଏକ ଅଭିନବ ପ୍ରୟାସ। ପଥପ୍ରାନ୍ତ ରେ ଭଜନ ସମାରୋହ କରନ୍ତି ସ୍ଥାନୀୟ ଲୋକଙ୍କ ସହାୟତାରେ। ଭଜନ ଶୁଣି ଶ୍ରୋତା ମାନେ ନିଜ ନିଜର ଯଥା ଶକ୍ତି ଅର୍ଥ ଦାନ କରନ୍ତି। ସେହି ଅର୍ଥରାଶି କୁ ଜୀବିକା ନିର୍ବାହ କରନ୍ତି।
ରିପୋର୍ଟ- ରଞ୍ଜନ କୁମାର ରାଉତ।