ରାସ୍ତାରେ ଲାଗିଲା ମାଓ ପୋଷ୍ଟର

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଖମନଖୋଲ ପଞ୍ଚାୟତ କଞ୍ଜାଲାଗୁ ଲଣ୍ଡା ଗାଁ ବଲାଙ୍ଗିର ଯିବା ରାସ୍ତାରେ ମାଓ ପୋଷ୍ଟର ପୁଣି ଥରେ ଲାଗିଛି । ମାଓ ପୋଷ୍ଟ କେକେ ବିଏ ନ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଡ ର ବିରୋଧରେ କନ୍ଧମାଳ ଜିଲ୍ଲା କଳାହାଣ୍ଡି ବୌଦ୍ଧ ଓ ନୟାଗଡ଼ ଜିଲ୍ଲାକୁ 12ଘଣ୍ଟା ବନ୍ଦ ଡାକରା ନେଇ ମାଓବାଦୀ ଙ୍କ ଏହିଭଳି ପୋଷ୍ଟର ଉଲେଖ ରହିଅଛି ଏହି ପୋଷ୍ଟର ଦେଖିବା ପରେ ସ୍ଥାନିୟ ଲୋକ ଭୟ ଭିତହୋଇ ଯାଇଥିବା ଜଣା ପଡ଼ିଛି । ବାଲିଗୁଡ଼ାରୁ ଲଣ୍ଡାଗାଁ , ବଲାଙ୍ଗିର, ସମ୍ବଲପୁର ଯିବା ଆସିବା ଯାନବାହାନା ବନ୍ଦ ରହିଛି ।

ରିପୋର୍ଟ – ଭବାନୀ ଶଙ୍କର ଜେନା, ବାଲିଗୁଡା।

Leave a Reply

Your email address will not be published. Required fields are marked *