ଗଞ୍ଜେଇ ଜବଦ

ଗଞ୍ଜେଇ ଜବଦ,ପୋଲିସକୁ ଭକୁଆ ବନେଇ ଅଭିଯୁକ୍ତ ଫେରାର ।କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତୃତ୍ବରେ ପୋଲିସ ଟିମ ଭୃଙ୍ଗିଯୋଡ଼ି ପଞ୍ଚାୟତ ଡାଡିଲାଇ ଜଙ୍ଗଲରେ ଥିବା ଏକ କୁଡ଼ିଆ ଘର ଉପରେ ଚଢ଼ାଉ କରି ୩ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି। ତେବେ ଏଥିରେ ସଂପୃକ୍ତ ଥିବା ଓ ଗଞ୍ଜେଇ ରଖିଥିବା ୪ ଜଣ ଅଭିଯୁକ୍ତ ପୋଲିସ କୁ ଭକୁଆ ବନେଇ ଜଙ୍ଗଲ ଭିତରକୁ ଫେରାର ହୋଇ ଯାଇଛନ୍ତି। ଘଟଣାକୁ ନେଇ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।
Repoter -ବୈଦ୍ୟନାଥ ବେହେରା