ରାଇକିଆ ଠାରେ ଜନ ଜାତି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସେଣ୍ଟ କାଥାରିନ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଳିକ ଙ୍କ କର କମଳ ରେ ଦୁଇ ଦିନିଆ ଜନଜାତି ମଶାଲ ଶୋଭା ଯାତ୍ରା ଉଦଘାଟୀତ ହୋଇ ଯାଇଅଛି। କାର୍ଯ୍ୟକ୍ରମ ରେ ରାଇକିଆ ଗୋଷ୍ଠୀ ଉନୟନ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ସମନିତ୍ୱ ଆଦିବାଶି ଉନୟନ ପ୍ରକଳ୍ପ ଅଧିକାରୀ କୃପାସିନ୍ଧୁ ବେହେରା ସମାନୀତ ଅତିଥି ଜିଲ୍ଲା ପରିଷଦ ଅଧ୍ୟାଖ୍ୟା ଶୁ ଶ୍ରୀ ନନ୍ଦିନୀ ମଳିକ,abdo ଦିବ୍ୟ ସିଂ କହଁର, ସ୍ୱତନ୍ତ୍ର ଉନୟନ ପରିଷଦ ସଦଦ୍ୟ ଭୂଷଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସତ୍ୟବାନ ପାତ୍ର, ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହିଙ୍କ ସହିତ ସମସ୍ତ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ, ଗ୍ରାମସେବକ, ଗ୍ରାମ ରୋଜଗାର ସେବକ ଉପସ୍ଥିତ ରହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରି ସହଯୋଗ କରିଥିବା ବେଳେ weo ଉର୍ମିଳା ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ବାହିନୀ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା।