ଗୋଛପଡl ପ।ଣ କୁଳ ସମାଜର ଶାଖା ସଭାପତି ଚୟନ ଓ ବାର୍ଷିକ ଉତ୍ସବ ପାଇଁ ବୈଠକ ।

କନ୍ଧମାଳ ,ଫିରିଙ୍ଗିଆ ବ୍ଲକ ଗୋଛପଡ। ଗ୍ରାମ କମିଟି ଗୃହରେ ପ।ଣ କୁଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏଠାରେ ପୂର୍ବତନ ସଭାପତି ଶ୍ରୀ କେମ ଦିଗ।ଲଙ୍କ କାର୍ଯ୍ୟ କାଳ ପରିସମlପ୍ତି ହେବାରୁ ନୂତନଭାବେ ସଭାପତି ଚୟନ ନିହାତି ଜରୁରୀ ।ଏହିଠାରେ ଜଣେ ବ୍ୟକ୍ତି ଗୋଟିଏ ଥର ମାତ୍ର ତିନିବର୍ଷ ପାଇଁ ସଭାପତି ରହିବାର ନିୟମ ଥିବାରୁ ପୁନର୍ବାର ନୂତନ ସଭାପତି ଚୟନ ପାଇଁ ଶ୍ରୀ କେମା ଦିଗ।ଲ ଓ ସମ୍ପାଦକ ଶ୍ରୀ ମହକ ଦିଗାଲ ଙ୍କ ନେତୃତ୍ୱରେ ବୈଠକ୍ ବସି ନୂତନ ସଭାପତି ଓ ବାର୍ଷିକ ଉତ୍ସବ କିପରି ଭାବରେ ଆୟାଜନ କରାଯାଇ ପାରିବ ତାହାରି ଉପରେ ଗୁରୁତ୍ବ ରୋପ କରିଥିଲେ । କନ୍ଧମା ଳ ଜିଲ୍ଲାର ଜନସଂଖ୍ୟା ର ଦୂତୀୟ ଭାଗ ପ।ଣ ମାନଙ୍କର ହଇ ଥିବାରୁ ଏଠାରେ ପ।ଣ ମାନେ ସର୍ବନିମ୍ନ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଯଥା ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଏହିମାନକୁ ମାତ୍ର ୧୦ ପ୍ରତିଶତ ପିଲା ଉପକୃତ ହେଉଛନ୍ତି ।ଚାକିରି କ୍ଷେତ୍ରର ଅନ୍ୟ ମାନଙ୍କ ତୁଳନା ରେ ପ।ଣ ସମ୍ପଦ।ୟ ର ପିଲାମାନେ ସୁବିଧାରୁ ବଞ୍ଚିତ ହେଉଛନ୍ତି ।କାରଣ ଏହି ଜିଲ୍ଲାରେ ହରିଜନ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଅତି କମ୍ ମାତ୍ରାରେ ଥିବାବେଳେ ସେହି ସଂରକ୍ଷଣ ରୁ ପ।ଣ ମାନଙ୍କୁ ସୁଜଗ ମିଳିବା ବହୁତ କଷ୍ଟ ହେବାର ହେଉଅଛି ।ହରିଜନ ବସତି ଥିବା ଗ୍ରାମ ଗୁଡିକରେ ସରକାରଙ୍କ ତରଫରୁ ପାଣି, ଆଲୋକ, ରାସ୍ତା ଘାଟ, କୃଷି ପାଇଁ ସମସ୍ତ ସୁବିଧା ମିଳିବ କଷ୍ଟ ହେଉଅଛି ।ଏହି ସବୁ ସୁବିଧା ସରକାରଙ୍କ ପକ୍ଷରୁ କିପରି ଭାବରେ ପ।ଣ ସମ୍ପ୍ରଦାୟର ଲକ ମାନେ ପାଇପାରିବେ ଏହି ସବୁ ବିଷୟକୁ ଆଧାର କରି ପ୍ରତି ଗାଁ ପଞ୍ଚାୟତରେ ସଂଘଟିତ,ହୋଇ ମିଳିତ ଭାବରେ ସରକାରଙ୍କ ପାଖରେ ନିଜ ନିଜ ଦାବି ରଖି ଏହି ଜାତି ମୌଳିକ ସୁବିଧା ପାଇପାରିବେ ତେଣୁ ଏକତ୍ରିତ ହେବା ନିହାତି ଆବଶ୍ୟକ ମନେ କରି ଆମ ଗ୍ରାମରେ ସଭାପତି ଚୟନ ଅତ୍ୟାବଶ୍ୟକ ବଲି କମିଟିର ସଂଯୋଜକ ଶ୍ରୀ ଅରୁଣ ଦିଗାଲ ଗଣ ମାଧ୍ୟମକୁ କହିଥିଲେ ।ଏହିଠାରେ ଗ୍ରାମର ଶହେରୁ ଅଧିକ ଲକ ଯୋଗଦାନ କରି ଥିଲେ ।ସେଥି ମଧ୍ୟରୁ ଜଗଦୀଶ ଦିଗ।ଲ, ରତ୍ନାକର ଦିଗାଲ, ସୁଶିଲ ଦିଗାଲ, ପ୍ରଭାକର ଦିଗାଲ,ପ୍ରିୟଜନ ଦିଗାଲ ଉପସ୍ଥିତ ରହି ସଭାଟିକୁ ସଫଳ କରିଥିଲେ ।ସମ୍ପାଦକ ଶ୍ରୀ ମହକ ଦିଗlଲ ପୂର୍ବ ବୈଠକ ବିବରଣୀ ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *