ମହାପାତ୍ର ଟାୟାର୍ସ ଯୋଗାଇ ଦେବ MRF ର ଅତ୍ୟାଧୁନିକ ସର୍ଭିସ

ବ୍ୟାସନଗର- ଯାଜପୁର ଜିଲ୍ଲା ବ୍ୟାସନଗର ସହର ର କ୍ଷାତିନାମା ମହାପାତ୍ର ଟାୟାର୍ସର ଶୁଭ ଉଦ୍ଘାଟନ ହୋଇଯାଉଛି l ବାଇପାସ ରୋଡ ରେ ଅବସ୍ଥିତ ଥିବା ଏହି MRF ଟାୟାର ସର୍ଭିସ ସେଣ୍ଟର ଏବେ ଗ୍ରାହକ ଙ୍କ ପାଇଁ ଉତ୍ତମ ଜ୍ଞାନ କୌଶଳ ର ସହିତ wheel alignment, wheel balancing, automatic tyres fitment, tube less tyres repair ଓ nitrogen in flation ର ସୁବିଧା ଉପଲବ୍ଧ ରହିଛି l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ସତ୍ୟବ୍ରତ ମହାପାତ୍ର ଙ୍କ ମା, ଏବଂ ତାଙ୍କ ସହ ଧର୍ମିଣୀ ଫିତା କାଟି ଏହାର ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମହାପାତ୍ର ପାରିବାର ବୃନ୍ଦ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l ପ୍ରଥମେ ଦୀପ ପ୍ରଜ୍ୱଳନ କରି ଉତ୍ତରୀ ସହିତ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା l ମହାପାତ୍ର ଟାୟାର ର ଗ୍ରାହକ ମାନଙ୍କୁ ସମ୍ମାନ ସହ ଉପହାର ପ୍ରଦାନ କରଯାଇଥିଲା ।

ରିପୋର୍ଟ-ଜ୍ୟୋତି ପ୍ରକାଶ ଭୂୟାଁ, ବ୍ୟାସନଗର,ଯାଜପୁର ।

Leave a Reply

Your email address will not be published. Required fields are marked *