ମା’ କାଳିକା ଠାକୁରାଣୀଙ୍କ ମେରୁ ଯାତ୍ରା

ବ୍ରହ୍ମଗିରି ବ୍ଲକ ମଣପଡା ପଞ୍ଚାୟତ ଭୁବନପତି ଗ୍ରାମର ମା’ କାଳିକା ଠାକୁରାଣୀଙ୍କ ମେରୁ ଯାତ୍ରାରେ ଅତିଥି ଭାବେ ବ୍ରହ୍ମଗିରି ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡା ଯୋଗ ଦେଇ ମା’ଙ୍କ ଆଶିଷ ଭିକ୍ଷା କରିବା ସହ ଗ୍ରାମବାସୀ ଓ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କର ମଙ୍ଗଳ କାମନା କରିଥିଲେ ।
CMO Odisha
BRAHMAGIRI BIKASH MANCH
Biju Janata dal Brahmagiri
Biju Janata dal kailash parida Brahmagiri
BJD digital wing IT odisha