‘ବ୍ର।ହ୍ମଣୀ ନଦୀ ପୁନରୁଦ୍ଧ।ର ପରିପ୍ରେକ୍ଷୀରେ ଜଳ ସଂପଦ ବିଭ।ଗ ଏବଂ ଆଇଆଇଟି, ଗୌହ।ଟୀ ମଧ୍ୟରେ ବୁଝ।ମଣ।ପତ୍ର ସ୍ୱ।କ୍ଷରିତ
![](https://teerthkhetra.com/wp-content/uploads/2023/11/WhatsApp-Image-2023-11-20-at-10.57.13-PM-1024x578.jpeg)
ଓଡିଶ। ର।ଜ୍ୟ ଜଳସମ୍ପଦ ବିଭ।ଗ ଏବଂ ଆଇଆଇଟି, ଗୌହ।ଟୀ ମଧ୍ୟରେ ‘ବ୍ର।ହ୍ମଣୀ ନଦୀ ଡେଲଟା ପୁନରୁଦ୍ଧ।ର ପ।ଇଁ “ଭୌତକି ଏବଂ ଗ।ଣିତିକ ନଦୀ ମଡେଲ ଅଧ୍ୟୟନ‘ ପ।ଇଁ ଏକ ବୁଝ।ମଣ।ପତ୍ର ସ୍ୱ।କ୍ଷରିତ ହୋଇଛି । ଆଜି ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୁଝ।ମଣ। ପତ୍ର ଜଳସଂପଦ, ବ।ଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସ।ହୁ ଏବଂ ଉନ୍ନୟନ କମଶିନର-ତଥ। ଅତରିିକ୍ତ ମୁଖ୍ୟ ଶ।ସନ ସଚବି ଶ୍ରୀମତୀ ଅନୁଗର୍ଗଙ୍କ ଉପସ୍ଥିତିରେ ସ୍ୱ।କ୍ଷରିତ ହୋଇଥିଲା । ଜଳସମ୍ପଦ ବିଭ।ଗ ତରଫରୁ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହ।ନ୍ତି ଓ ଆଇଆଇଟି, ଗୌହ।ଟୀ ପକ୍ଷରୁ ପ୍ରଫେସର ଶିବାଶିଷ ଦତ୍ତ ଏହି ବୁଝ।ମଣ।ପତ୍ରୄରେ ସ୍ୱ।କ୍ଷର କରିଥିଲେ ।
ଓଡିଶ।ର ଦ୍ୱିତୀୟ ବୃହତ୍ତମ ନଦୀ ବ୍ର।ହ୍ମଣୀ ନଦୀ । ଏହି ନଦୀ ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କ।ନ।ଳ, କଟକ, ଯ।ଜପୁର ଓ କେନ୍ଦ୍ର।ପଡ। ଜିଲ୍ଲା ଦେଇ ପ୍ରବାହିତ ହେଉଛି । ନଦୀର ୧୩୦ କିଲୋମିଟର ଦୂରରେ ରେଙ୍ଗାଲୀଠାରେ ଏକ ନଦୀବନ୍ଧ ଏବଂ ରେଙ୍ଗାଲି ଡ୍ୟ।ମର ପ୍ରାୟ ୩୫.୦୦ କିଲୋମିଟର ତଳମୁଣ୍ଡରେ ସମଲଠାରେ ଏକ ବ୍ୟ।ରେଜ ନିର୍ମ।ଣ କର।ଯ।ଇଛି । ବୁଝ।ମଣ। ପତ୍ର ସ୍ୱ।କ୍ଷର ପରିପ୍ରେକ୍ଷୀରେ ବ୍ର।ହ୍ମଣୀ ନଦୀର ତଳ ମୁଣ୍ଡରେ ଜଳପ୍ରବାହର ସ୍ଥିତି ସଂପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥ।ପନ କରିଥିଲେ । ନଦୀସ୍ତରରେ ବ।ଲି, ପଙ୍କ ଓ ପଟୁ ଆଦି ବସିବ। ଦ୍ୱ।ର। ନଦୀରେ ଜଳସ୍ତର ଓ ପ୍ରବ।ହ କମ୍ ରହୁଛି। ଫଳରେ ବନ୍ୟ। ଜଳ ନିସ୍କ।ସନରେ ମଧ୍ୟ ସମସ୍ୟ। ଉପୁଜୁଛି। ତେଣୁ ନଦୀରେ ଜଳ ସଂଚୟ ଏବଂ ପ୍ରବ।ହକୁ ନିଶ୍ଚିିତ କରିବ।କୁ ଏହ।ର ପୁନରୁଦ୍ଧ।ର କରିବ।ର
ଆବଶ୍ୟକତ। ରହଛିି। ଆହୁରି ମଧ୍ୟ ଆବଶ୍ୟକ ସମୟରେ ଜଳର ଉପଲବ୍ଧତ। ଦୃଷ୍ଟିରୁ ଯ।ଜପରୁ ଜିଲ୍ଲ।ର ଜେନ।ପୁର ଓ ଯେ।କଡିଆରେ ସମନ୍ବିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ମ।ଧ୍ୟମରେ ପୁନରୁଦ୍ଧ।ର କ।ର୍ଯ୍ୟକରି ଉଭୟ ନଦୀରେ ପ୍ରବ।ହ ସୁନିଶ୍ଚିିତ କରିବ।କୁ ପ୍ରସ୍ତ।ବ ଦିଆ ଯ।ଇଛି। ନଦୀ ପ୍ରଣ।ଳିକୁ ପୁନରୁଦ୍ଧ।ର କରିବ। ପ।ଇଁ ଢ।ଞ୍ଚ।ଗୁଡକିର ଉପଯୁକ୍ତ କ।ର୍ଯ୍ୟକ।ରିତ। ଏବଂ ଜଳପ୍ରବାହର ଅନୁପ।ତିକ ବଣ୍ଟନ ପ।ଇଁ ବୈଷୟିକ ଦିଗ ନିର୍ଣ୍ଣୟ କରିବ। ପ।ଇଁ ଅନ୍ତଃନଦୀ ନିର୍ମାଣ ପୂର୍ବରୁ ମଡେଲ ଅଧ୍ୟୟନର ଆବଶ୍ୟକତାକୁ ଉପଲବ୍ଧ କରି ଆଇଆଇଟି ଗୌହ।ଟୀ ସହିତ ଏହି ବୁଝ।ମଣ।ପତ୍ର ସ୍ୱ।କ୍ଷରିତ ହୋଇଛି ।
କ।ର୍ଯ୍ୟକ୍ରମରେ ଯୋଗଦେଇ ବିଭ।ଗୀୟ ମନ୍ତ୍ରୀ ଶ୍ରୀମତୀ ସ।ହୁ କହିଛନ୍ତିଯେ, ଜଳସଂପଦ ବିଭ।ଗ ଲୋକମାନଙ୍କର ଜଳର ଆବଶ୍ୟକତ।କୁ ପୂରଣ ଦିଗରେ ସର୍ବଦା ପ୍ରୟାସ ଜ।ରି ରଖିଛି । ବିଭ।ଗ ତରଫରୁ ବ୍ରାହ୍ମଣୀ ନଦୀରେ ପ୍ରସ୍ତ।ବିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂକ୍ର।ନ୍ତରେ ଓ ନଦୀରେ ମ।ଟି,ପଙ୍କ ଆଦି ଜମି ନରହି ଜଳ ପ୍ରବ।ହକୁ ନିଶ୍ଚିିତ କରିବ।କୁ ଉଦ୍ଦିଷ୍ଟ ଏହି ବୁଝ।ମଣ। ପତ୍ର ଏ କ୍ଷେତ୍ରରେ ବୈଷୟିକ ଅଧ୍ୟୟନ ପ।ଇଁ ଆମକୁ ସହ।ୟକ ହେବ , ଯ।ହ। ସଂପୃକ୍ତ ଅଞ୍ଚଳବ।ସୀଙ୍କ ପ।ଇଁ ଜଳ ଉପଲବ୍ଧତ।କୁ ସୁନିଶ୍ଚିିତ କରିବ ।
ଉନ୍ନୟନ କମିଶନର ତଥ। ଅତିରିିକ୍ତ ମୁଖ୍ୟ ଶ।ସନ ସଚିବ ଶ୍ରୀମତୀ ଗର୍ଗ ତ।ଙ୍କ ଅଭିଭ।ଷଣରେ ଏହି ଗୁରୁତ୍ୱପୂର୍ଣ୍ଣ ବୁଝ।ମଣ।ପତ୍ର ସ୍ୱ।କ୍ଷରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିଶଦ୍ ଭ।ବେ ଅବଗତ କରିଥିଲେ । ବୈଠକରେ ବିଭ।ଗର ଅନ୍ୟ ସର୍ବୋଚ୍ଚ ଯନ୍ତ୍ରୀ ତଥ। ସ୍ୱତନ୍ତ୍ର ଶ।ସନ ସଚିବ, ବିଭ।ଗୀୟ ବରିଷ୍ଠ ଅଧିକ।ରୀ ଓ ଅନ୍ୟ ଯନ୍ତ୍ରୀମ।ନେ ଉପସ୍ଥିତ ଥିଲେ ।